ଢେଙ୍କାନାଳ କାହାଣିଆ ଛକ ନିକଟରେ ସଡ଼କ ଦୁର୍ଘଟଣା ! ୨ ମୃତ

17

କନକ ବ୍ୟୁରୋ: ଢେଙ୍କାନାଳ କାହାଣିଆ ଛକ ନିକଟରେ ସଡ଼କ ଦୁର୍ଘଟଣା । ଯାତ୍ରିବାହୀ ଅଟୋକୁ ଏକ ଟ୍ରକ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –