ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁତୁରା ଗିରଫ

262

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବିଧାୟକ ରମେଶଙ୍କ ଜେନାଙ୍କ ଅପରାଧିକ ଲିଙ୍କ ନେଇ ପୁଲିସ ଖୋଳତାଡ ଜାରି କରିଛି ରମେଶଙ୍କ ପୁତୁରାକୁ ଗିରଫ କରିଛି ପୁଲିସ । ମୁମ୍ବାଇରୁ ବ୍ରହ୍ମପୁରର ଏକ ଟିମ ପିଂଟୁ ଜେନା ଗିରଫ କରିଥିବା ସୂଚନା ରହିଛି । ପିଂଟୁ ଜେନା ରମେଶଙ୍କ ବ୍ୟବସାୟିକ କାରବାର ବୁଝୁଥିବା ଜଣାପଡିଛି ।