ରାଜସ୍ଥାନ : ଯୋଧପୁରରେ ଚିତା ଆକ୍ରମଣରେ ଜଣେ ବନବିଭାଗ କର୍ମଚାରୀ ଗୁରୁତର

31

କନକ ବ୍ୟୁରୋ : ରାଜସ୍ଥାନ ଯୋଧପୁରରେ ଚିତା ଆକ୍ରମଣରେ ଜଣେ ବନବିଭାଗ କର୍ମଚାରୀ ଗୁରୁତର । ଜନବସତି ଭିତରକୁ ପଶି ଆସିଥିବା ଚିତାକୁ ଉଦ୍ଧାର କରିବାକୁ ଯାଇ ବନକର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି ।

ଗଛ ମୂଳରେ ଲୁଚି ରହିଥିଲା ଚିତା । ତାପରେ ଗଛକୁ ଚଢ଼ିଯାଇଥିଲା ଏବଂ ହଠାତ ଆକ୍ରମଣ କରିଥିଲା । ଶେଷରେ ଚିତାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି ବନବିଭାଗ । ଚିତା ପୁଣି ତାର ବାସସ୍ଥଳିକୁ ନେଇ ଛାଡିଛି ବନବିଭାଗ ।