ବିମୁଦ୍ରାକରଣକୁ ସମର୍ଥନ କରି ବିରୋଧୀଙ୍କୁ ସମାଲୋଚନା : ପୁରୀରେ ଓଡିଶା ସୁରକ୍ଷା ସମିତିର କର୍ମୀମାନଙ୍କ ଶୋଭାଯାତ୍ରା

17

ପୁରୀ ବ୍ୟୁରୋ : ବିମୁଦ୍ରାକରଣ ପ୍ରତିବାଦରେ ବିରୋଧୀଙ୍କ ଗଣ ବିକ୍ଷୋଭକୁ ବିରୋଧ କରାଯାଇଛି । ରାଜ୍ୟରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳୁନାହିଁ । ପୁରୀରେ ଯାନବାହାନ ଚଳାଚଳ ସ୍ୱଭାବିକ ଥିବା ବେଳେ ବିରୋଧୀଙ୍କ ବନ୍ଦ ଡାକରା ବିରୋଧରେ ପୁରୀରେ ବିକ୍ଷୋଭ କରାଯାଇଛି ।

ଓଡିଶା ସୁରକ୍ଷା ସମିତି ପକ୍ଷରୁ ବିମୁଦ୍ରାକରଣକୁ ସମର୍ଥନ କରି ବିରୋଧୀଙ୍କୁ ସମାଲୋଚନା କରାଯାଇଛି । ଓଡିଶା ସୁରକ୍ଷା ସମିତିର କର୍ମୀମାନେ ଶୋଭାଯାତ୍ରା କରିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :