ଆଜି ଆଡ଼ÿପମଣ୍ଡପରେ ବିଜେ ହେବେ ଶ୍ରୀଜିଉ

24

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ଆଡ଼ÿପମଣ୍ଡପରେ ବିଜେ ହେବେ ଶ୍ରୀଜିଉ । ବିଶ୍ୱାସ ରହିଛି ଚତୁର୍ଦ୍ଧାମୂର୍ତିଙ୍କୁ ଆଡପମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ସେଇଥି ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିରରେ ପହଂଚିବା ପରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ । ଗତକାଲି ଗୁଣ୍ଡିଚା ମନ୍ଦିର ଆଗରେ ବିରାଜମାନ କରିଥିଲେ ତିନିଠାକୁର ।