ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର : ପେଟ୍ରୋଲ ୮୯ ପଇସା ଏବଂ ଡିଜେଲ ୮୬ ପଇସାକୁ ବୃଦ୍ଧି

15

କନକ ବ୍ୟୁରୋ : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ମୁଲ୍ୟ ଲିଟର ପିଛା ୮୯ ପଇସା ଏବଂ ଡିଜେଲ ମୁଲ୍ୟ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇଛି । ଗତରାତିରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ସ୍ଥାନୀୟ ଟିକସ ଏବଂ ମୂଲ୍ୟଯୁକ୍ତ ଟିକସକୁ ମିଶାଇଲେ ଏହି ତେଲ ଦର ବୃଦ୍ଧି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିବ । ଅର୍ନ୍ତଜାତୀୟ ବଜାରରେ ତେଲ ଅଶୋଧିତ ତେଲର ମୁଲ୍ୟ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ମୁଲ୍ୟରେ ପରିବର୍ତନ ଆଧାରରେ ଏହି ମୁଲ୍ୟ ବୃଦ୍ଧି ହୋଇଥିବା ଜଣାପଡ଼ିଛି ।