ପାରଳା ଗଣ ଆତ୍ମହତ୍ୟା ମାମଲା : ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ଥାନାରେ ଏତଲା

18

କନକ ବ୍ୟୁରୋ : ପାରଳା ଗଣ ଆତ୍ମହତ୍ୟା ମାମଲା। ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ଥାନାରେ ଏତଲା। ମୃତ ଅନଙ୍ଗମଞ୍ଜରୀଙ୍କ ଭାଇ ଅମୂଲ୍ୟ ପାତ୍ର ଦେଲେ ଏତଲା। ଚ୍ୟାନେଲର ଚାପ ଯୋଗୁଁ ଅନଙ୍ଗମଞ୍ଜରୀ ଓ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ସୂଚନା।

ସ୍ଥାନୀୟ ବିଧାୟକଙ୍କ ସହ ୫ ଜଣଙ୍କ ନାଁରେ ଏତଲା। ଜିଲ୍ଲା ବିଜେପିି ସଭାପତି ଜି. ଭେଙ୍କଟ ରମଣ, ପୂର୍ବତନ ବିଜେଡି ସଭାପତି ବସନ୍ତ ଦାସ ଓ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡାଙ୍କ ନାଁରେ ମଧ୍ୟ ଏତଲା।