କଟକ : ନିଆଳୀ ଥାନା ପୋଦନା ଗାଁରେ ନିର୍ବାଚନକୁ ନେଇ ପୋଡାଜଳା

67

କନକ ବ୍ୟୁରୋ : ଜଳୁଛି ପୋଦନା ଗାଁ । କଟକ ନିଆଳୀ ଥାନା ପୋଦନା ଗାଁରେ ନିର୍ବାଚନକୁ ନେଇ ପୋଡାଜଳା । ଗାଁର କିଛି ଲୋକଙ୍କ ଘର ପୋଡିଦେଇଛନ୍ତି ପ୍ରତିପକ୍ଷ ଗୋଷ୍ଠୀ । ନିଦ୍ଦିଷ୍ଟ ଏକ ରାଜନୈତିକ ଦଳର ସମର୍ଥକଙ୍କ ଘର ପୋଡିଦେଇଛନ୍ତି । ୨ ଦିନ ତଳେ ଏକ ହତ୍ୟାକାଣ୍ଡକୁ ନେଇ ପୋଡାଜଳା ହୋଇଛି । ୨ ଦିନ ତଳେ ଜଣକୁ ହତ୍ୟା କରିଥିଲେ ପ୍ରତିପକ୍ଷ ଗୋଷ୍ଠୀ । ହତ୍ୟା ସହ କାର ଓ ବାଇକ ପୋଡିଦେଇଥିଲେ ।