କନକ ବ୍ୟୁରୋ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଘରେ ରେଡ୍ । ଏକାକାଳୀନ ୨ଟି ସ୍ଥାନରେ ଚଢାଉ କରିଛି ପୁଲିସ୍ । ଟଙ୍କା ଦେଇ ଭୋଟରଙ୍କୁ ପ୍ରଲୋଭିତ କରାଯାଉଥିବା ଅଭିଯୋଗରେ ବିଧାୟକଙ୍କ ଅଫିସ ଓ ବାସଭବନରେ ଚଢାଉ ହୋଇଛି । କେନ୍ଦୁଝରଗଡ ପୌରପାଳିକାର ଭାରପ୍ରାପ୍ତ ଅଧ୍ୟକ୍ଷ ସରୋଜ ସାହୁଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ବର୍ତମାନ ସୁଦ୍ଧା ସରୋଜ ସାହୁଙ୍କ ଘରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp