ବାହାରେ ପଲିଟିକ୍ସ, ଭିତରେ ଫିକ୍ସ ! ସଭାପରେ ନବୀନଙ୍କ ଗାଡିରେ ଜେଟଲୀ ଉଭାନ୍

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବାହାରେ ପଲିଟିକ୍ସ ଭିତରେ ଫିକ୍ସ । ବିଜେଡି – ବିଜେପି ରାଜନୀତିରେ କିଛି ଏଭଳି ଉପାଖ୍ୟାନକୁ ନେଇ ଚର୍ଚ୍ଚା । ଗତକାଲି ହୋଟେଲ ମେ ଫେୟାରରେ କାର୍ଯ୍ୟକ୍ରମ ଶେଷ ହେବା ପରେ ହଠାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉଭାନ୍ ହୋଇଗଲେ । ପରେ ଜଣାପଡିଲା ଜେଟଲୀଙ୍କ ହାତଧରି ନବୀନ ନିବାସକୁ ନେଇଯାଇଥିଲେ ମୁଖ୍ୟମନ୍ତ୍ରୀ । କେହି ଏହାର ଟେର୍ ବି ପାଇନଥିଲେ । ଦେଖନ୍ତୁ ଏହି ଭିଡିଓ ।