ନର୍ଲା ଉପରେ ନେତାଙ୍କ ନଜର ! ଚାଲିଛି ଭୋଟିଂ, ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଜନତା

121

କନକ ବ୍ୟୁରୋ : କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନର୍ଲା ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ୧୯୬୭ରେ ଗଠନ ହୋଇଥିଲା ନର୍ଲା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ନର୍ଲାରେ କୁଲତା ସଂପ୍ରଦାୟର ପ୍ରାୟ ୫୬ ହଜାର ଭୋଟ୍ ବ୍ୟାଙ୍କ ରହିଛି । ନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର ଏବଂ କେସିଙ୍ଗା ବ୍ଳକର ୯ଟି ଗ୍ରାମପଂଚାୟତକୁ ନେଇ ନର୍ଲା ନିର୍ବାଚନମଣ୍ଡଳୀ ଗଠିତ ।

୨୦୧୯ର ଲଢେଇ
ବିଜେଡି: ଭୂପିନ୍ଦର ସିଂହ
କଂଗ୍ରେସ: ଚିତ୍ତରଂଜନ ମଣ୍ଡଳ
ବିଜେପି: ଅନିରୁଦ୍ଧ ପ୍ରଧାନ

ବିଜେଡି: ଭୂପିନ୍ଦର ସିଂହ
– ପୂର୍ବତନ କଂଗ୍ରେସ ବିଧାୟକ
– ୨୦୧୪ ପୂର୍ବରୁ ବିଜେଡିରେ ମିଶି ରାଜ୍ୟସଭା ଯାଇଥିଲେ
– କଂଗ୍ରେସରୁ ବିଧାୟକ ହୋଇ ବିରୋଧୀ ଦଳ ନେତା ଥିଲେ
– ବିଧାନସଭା ଆସନ ପୁନର୍ଗଠନ ପୂର୍ବରୁ କେସିଙ୍ଗାରୁ ବିଧାୟକ ହୋଇ ମନ୍ତ୍ରୀ ଥିଲେ

କଂଗ୍ରେସ: ଚତ୍ତରଂଜନ ମଣ୍ଡଳ
– ଭବାନୀପାଟଣା ମ୍ୟୁନିସିପାଲଟି ଉପାଧ୍ୟକ୍ଷ
– କାଉନସିଲର ଏବଂ କଂଗ୍ରେସ ସଂଗଠକ

ବିଜେପି: ଅନିରୁଦ୍ଧ ପ୍ରଧାନ
– ବିଜେପିର ନୂଆ ମୁହଁ
– କୁଲତା ସଂପ୍ରଦାୟର ଚେହେରା

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂହ ପୂର୍ବରୁ କଂଗ୍ରେସରୁ ବିଧାୟକ ଥାଇ ବିରୋଧୀ ଦଳ ନେତା ଥିଲେ
– ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହୋଇଥିଲେ
– କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମଣ୍ଡଳ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
– କାଉନସିଲର ଏବଂ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଥିଲେ ଚିତ୍ତରଂଜନ
– ନୂଆ ଚେହେରା ହେଲେ ମଧ୍ୟ କୁଲତା ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନଙ୍କ ହାତରେ

୨୦୧୪ର ଲଢ଼େଇ
– ମୈଦାନରେ ଥିଲେ ମୋଟ ୨୦ ଜଣ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୬ ହଜାର ୪୮୮
– ମତ ଦେଇଥିଲେ- ୧ ଲକ୍ଷ ୫୦ ହଜାର ୪୯୬
– ଭୋଟଦାନ ହାର-୭୬.୫୯%

୨୦୧୪ର ଫଳାଫଳ
ପ୍ରାର୍ଥୀ                        ଦଳ         ଭୋଟ            ପ୍ରତିଶତ            ଫଳାଫଳ
ଧନେଶ୍ୱର ମାଝୀ            ବିଜେଡି     ୫୬,୭୮୩    ୩୭.୭୩%          ବିଜୟୀ
ଆର୍ତତ୍ରାଣ ମହାପାତ୍ର        ବିଜେପି     ୩୧,୮୦୯     ୨୧.୧୪%          ପରାସ୍ତ
ଜଗନ୍ନାଥ ପଟ୍ଟନାୟକ       କଂଗ୍ରେସ    ୪୧,୦୧୫     ୨୭.୨୫%         ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଧନେଶ୍ୱର ମାଝୀ
ଦଳ-ବିଜେଡି
ଭୋଟ-୫୬,୭୮୩
ପ୍ରତିଶତ-୩୭.୭୩%
ଫଳାଫଳ-ବିଜୟୀ

ବିଜେପିର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଆର୍ତତ୍ରାଣ ମହାପାତ୍ର
ଦଳ-ବିଜେପି
ଭୋଟ-୩୧,୮୦୯
ପ୍ରତିଶତ-୨୧.୧୪%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଜଗନ୍ନାଥ ପଟ୍ଟନାୟକ
ଦଳ-କଂଗ୍ରେସ
ଭୋଟ-୪୧,୦୧୫
ପ୍ରତିଶତ-୨୭.୨୫%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?
– ବିଜେଡି ପ୍ରାର୍ଥୀ ଧନେଶ୍ୱର ମାଝୀ ବିଜୟୀ ହୋଇଥିଲେ
– ୫୬ ହଜାର ୭୮୩ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
– କଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ
– ୧୫ ହଜାର ୭୬୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୭ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ
– ମୈଦାନରେ ଥିଲେ ମୋଟ ୧୨ ଜଣ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୨ ହଜାର ୬୯୧
– ମତ ଦେଇଥିଲେ- ୧ ଲକ୍ଷ ୩୬ ହଜାର ୯୮୫
– ଭୋଟଦାନ ହାର- ୭୧.୧୧%

୨୦୦୯ର ଫଳାଫଳ
ପ୍ରାର୍ଥୀ                           ଦଳ              ଭୋଟ           ପ୍ରତିଶତ          ଫଳାଫଳ
ଭୂପିନ୍ଦର ସିଂ                   କଂଗ୍ରେସ       ୪୯,୭୪୮     ୩୬.୩୨%      ବିଜୟୀ
ଶ୍ରୀକାନ୍ତ ହୋତା                ବିଜେପି        ୨୨,୨୩୬     ୧୬.୨୩%       ପରାସ୍ତ
ନୀଳମଣୀ ସାହୁ                ସ୍ୱାଧିନ          ୧୭,୦୪୪     ୧୨.୪୪%      ପରାସ୍ତ
ଜାକିର ହୁସେନ               ଏନସିପି         ୧୬୭୧୨       ୧୨.୨୦%      ପରାସ୍ତ
ସନ୍ତୋଷ କୁମାର ମୁଣ୍ଡ         ସ୍ୱାଧୀନ        ୧୨୧୯୯         ୮.୯୧%        ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ- ନଥିଲେ
ଦଳ- ବିଜେଡି

ବିଜେପିର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ- ଶ୍ରୀକାନ୍ତ ହୋତା
ଦଳ-ବିଜେପି
ଭୋଟ-୨୨,୨୩୬
ପ୍ରତିଶତ-୧୬.୨୩%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ-ଭୂପିନ୍ଦର ସିଂ
ଦଳ-କଂଗ୍ରେସ
ଭୋଟ-୪୯,୭୪୮
ପ୍ରତିଶତ-୩୬.୩୨%
ଫଳାଫଳ- ବିଜୟୀ

କିଏ ମାରିଥିଲେ ବାଜି?
– କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ବିଜୟୀ ହୋଇଥିଲେ
– ୪୯ ହଜାର ୭୪୮ ଭୋଟ୍ ପାଇଥିଲେ ଭୂପିନ୍ଦର ସିଂ
– ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କୁ ପରାସ୍ତ କରିଥିଲେ
– ୨୭ ହଜାର ୫୧୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳିଥିଲେ
– ଶ୍ରୀକାନ୍ତ ହୋତାଙ୍କ ସ୍ଥାନରେ ଆର୍ତତ୍ରାଣ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ନିର୍ବାଚନ ପୂର୍ବରୁ ଭୂପିନ୍ଦର କଂଗ୍ରେସ ଛାଡିବାରୁ ଜଗନ୍ନାଥ ପଟନାୟକଙ୍କୁ ପ୍ରାର୍ଥୀ କରିଥିଲା
କଂଗ୍ରେସ
-ବିଜେଡି ଧନେଶ୍ୱର ମାଝୀଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା

ମତାମତ

Your email address will not be published.