ନବରଙ୍ଗପୁର ବିରିସାଡିରେ ଦୁର୍ଘଟଣା ! ଓଲଟିଲା ଦମକଳ ଗାଡି, ଜଣେ ମୃତ ଓ ତିନି ଜଣ ଗୁରୁତର 

33

କନକ ବ୍ୟୁରୋ : ଓଲଟିଲା ଦମକଳ ଗାଡି ଜଣେ ମୃତ, ତିନି ଜଣ ଗୁରୁତର । ନବରଙ୍ଗପୁର ବିରିସାଡିରେ ଘଟିଛି ଏହି ଦୁର୍ଘଟଣା । ଆହତମାନଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା କେମିତି ଘଟିଲା ତାହାର କାରଣ ସ୍ପଷ୍ଟ ହୋଇ ନାହିଁ ।