ଭିଜିଲାନ୍ସ କବଜାରେ ମୋତିଲାଲ ଗୌଡ଼ : କଟକ ଭିଜିଲାନ୍ସ ମୁଖ୍ୟାଳୟରେ ମୋତିିଲାଲଙ୍କୁ ଚାଲିଛି ଜେରା

31

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଭିଜିଲାନ୍ସ କବଜାରେ ମୋତିଲାଲ ଗୌଡ଼ । କଟକ ଭିଜିଲାନ୍ସ ମୁଖ୍ୟାଳୟରେ ମୋତିିଲାଲଙ୍କୁ ଚାଲିଛି ଜେରା । ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଗୌଡ଼ଙ୍କୁ ପଚରାଉଚରା କରୁଛି । ଅର୍ଥ କାରବାର ଓ ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ । ସମ୍ପତି ଠୁଳ ମାମଲାର ଗୁମର ଖୋଲିବାକୁ ମୋତିଲାଲଙ୍କୁ ୩ ଦିନିଆ ରମାଣ୍ଡରେ ଆଣିଛି ଭିଜିଲାନ୍ସ ।