ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ ! ବିଶାଖାପାଟଣା ଦାରାକୋଣ୍ଡାରେ ବିଏସଏନଏଲ୍ ମୋବାଇଲ ଟାୱାର ପୋଡିଲେ ଲାଲବାହିନୀ

0

କନକ ବ୍ୟୁରୋ : ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ମୋବାଇଲ ଟାୱାର ପୋଡିଦେଲେ ମାଓବାଦୀ । ବିଶାଖାପାଟଣାର ଦାରାକୋଣ୍ଡାଠାରେ ବିଏସଏନଏଲ ମୋବାଇଲ ଟାୱାରକୁ ପୋଡି ଦେଇଛନ୍ତି ଲାଲବାହିନୀ । ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ମାଓବାଦୀ ଆସି ଏହି କାଣ୍ଡ ଘଟାଇଛନ୍ତି । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ କରାଯାଇଛି ।

Comments are closed.