ରାଉରକେଲା ଆଇଆଇଏଫଏଲ ବ୍ୟାଙ୍କରୁ ୧କୋଟିରୁ ଅଧିକ ସୁନା ଗହଣା ଲୁଟ୍

23

ରାଉରକେଲା : ରାଉରକେଲା ଆଇଆଇଏଫଏଲ ବ୍ୟାଙ୍କରୁ ୧କୋଟିରୁ ଅଧିକ ସୁନା ଗହଣା ଲୁଟ୍ ହୋଇଛି । ବନ୍ଧୁକ ଦେଖାଇ ୬ ଜଣ ଦୁର୍ବୃତ ଏହି ଲୁଟ୍ କରିଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ଛାନଭିନ କରୁଛି ପ୍ଲାଂଟ ସାଇଟ୍ ପୁଲିସ୍ ।

ସେପଟେ ଚମ୍ପୁଆ ଗାନ୍ଧିଛକ ନିକଟରୁ ମଧ୍ୟ ଗାଡି ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି ।