ଲିଟେରାରୀ ମିଟରେ ଉଠିଲା ଓଡିଆ ଭାଷାକୁ ନେଇ ପ୍ରଶ୍ନ : ଓଡ଼ିଶା ଛାଡ଼ିଲେ ଓଡ଼ିଆ କହୁନଥିବା ନେଇ କ୍ଷୋଭ ପ୍ରକାଶ କଲେ ବୁଦ୍ଧିଜୀବୀ

26

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ଆମେ ଓଡ଼ିଶା ଛାଡ଼ିଲେ ଓଡ଼ିଆ କହୁନୁ କାହିଁକି? କ’ଣ ପାଇଁ ଏଭଳି ହେଉଛି? ଟାଟା ଷ୍ଟିଲ୍ ଓ ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ଲିଟେରାରୀ ମିଟରେ ଉଠିଛି ଏଭଳି ପ୍ରଶ୍ନ ।

ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଦୁଇଦିନିଆ ସାହିତ୍ୟ ଉତ୍ସବରେ ଦେଶର ଅନେକ ଖ୍ୟାତନାମା ବ୍ୟକ୍ତି ଏ ନେଇ ଚର୍ଚ୍ଚା କରିଛନ୍ତି । ସେହିଭଳି ଅତ୍ୟନ୍ତ ହାଲୁକା କଥାକୁ ବ୍ରେକିଂ ନ୍ୟୁଜ୍ କରି ଟେଲିଭିଜନ୍ ଚ୍ୟାନେଲଗୁଡ଼ିକ ଟିଆରପି ବଢ଼ାଇବାକୁ ଅଯଥା ଚେଷ୍ଟା କରୁଛନ୍ତି ବୋଲି ମତପୋଷଣ କରିଛନ୍ତି ବିଶିଷ୍ଟ ସାମ୍ବାଦିକମାନେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –