ପାଣି ଭିତରେ ପ୍ରତିବାଦ

142

ଦୁଇ ମାସ ପରେ ହରପାର୍ବତୀଙ୍କ ବିବାହ, ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ । ଏକାମ୍ର ଭୁବନେଶ୍ୱରର କେଦାରଗୌରୀ ମନ୍ଦିରରେ ଏନେଇ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୁଏ । ଯେଉଁଥିରେ ମନ୍ଦିରର ତିନୋଟି ପୁଷ୍କରିଣୀର ଜଳ ଠାକୁରଙ୍କ କାମ ରେ ଲାଗେ । ହେଲେ ଏହି ତିନୋଟି ପୁଷ୍କରିଣୀ ଏବେ ପ୍ରଦୂଷିତ ହୋଇଥିବାରୁ, ଜନ ଅସନ୍ତୋଷ ଦେଖାଦେଇଛି, ସବୁଠୁ ଗୁରୁତ୍ତ୍ୱପୂର୍ଣ କଥା ହେଉଛି ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧି୍ତ୍ୱ କରୁଥିବା ଅଶୋକ ପଣ୍ଡା  ଖୋଦ୍ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ମନ୍ଦିର ପୁଷ୍କରିଣୀର ପୁନରୁଦ୍ଧାର ହୋଇପାରୁନି କାହିଁକି ? ମନ୍ତ୍ରୀ୍ଙ୍କ ଯୁ୍କ୍ତି ହେଉଛି ଏକ କୋଟି ଦିଆଯାଇଛି କେଦାରଗୈିାରୀ ର ପୁନରୁ୍ଦ୍ଧାର ପାଇଁ ,ବର୍ତମାନ ସବୁଠାରୁ ବଡ ପ୍ର୍ଶ୍ନ ଉଠୁଛି କେବେ ପ୍ରଦୁଷଣ ମୁକ୍ତ ହେବ ଏହି ତିନୋଟି ପୋଖରୀ । ତାର ପୁରନୁଦ୍ଧାର ପାଇଁ ପୁଷ୍କରିଣୀରେ ଅଧା ବୁଡି ଅଭିନବ ଧାରଣା ଦେଇଛି ଏକାମ୍ର ଜନଜାଗରଣ ମଂଚ । ଏହାକୁ ନେଇ କନକ ନ୍ୟୁଜର ପ୍ରୟାସ, ଆମର ସ୍ୱତନ୍ତ୍ର ଉପସ୍ଥାପନା ଦେଖିବେ ଏହି ଭିଡିଓ ରେ :