ପୁରୀ : ପୁରୀ ରେଳ ଷ୍ଟେସନରେ ଯୁବକଙ୍କୁ ଗଳାକାଟି ହତ୍ୟା । ମୃତ ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲାର ସନାତନ ପାତ୍ର । ଲୁଟ୍ ଉଦେ୍ଦଶ୍ୟରେ ପ୍ରଥମେ ତାଙ୍କୁ ଆକ୍ରମଣ କରାଯାଇଥିଲା ।ପରେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ହୋଇଥିବା ମଧ୍ୟ ପୁଲିସ୍ ସନ୍ଦେହ କରୁଛି । ଏହି ଘଟଣାରେ ରେଲୱେ ପୁଲିସ୍ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
ପୁରୀ ରେଳ ଷ୍ଟେସନରେ ଯୁବକଙ୍କୁ ଗଳାକାଟି ହତ୍ୟା
/kanak/media/post_attachments/wp-content/uploads/2016/04/Puri.png)