ନବୀନ ସରକାର ଆଦିବାସୀ ବିରୋଧୀ : ଜୁଏଲ ଓରାମ୍

17

କନ୍ଧମାଳ : ବାଲିଗୁଡା ଫେକ୍ ଏନକାଉଂଟରରେ ୫ ଆଦିବାସୀଙ୍କ ମୃତ୍ୟୁ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରି ଜୁଏଲ ଓରାମ୍ । କହିଛନ୍ତି ନବୀନ ସରକାର ଆଦିବାସୀ ବିରୋଧୀ । ଏହା ସହ କହିଛନ୍ତି ଟିମ୍ ପଠାଇ ରିପୋର୍ଟ ମଗାଇବା ସହ ଏନେଇ ସୋମବାର ଦିନ ସଚିବଙ୍କ ସହ ଆଲୋଚନା କରିବେ  ।

ଏହା ସହ ବାଲିଗୁଡା ଏନକାଉଂଟରରେ ମୃତ ପରିବାରର ସଦସ୍ୟଙ୍କ ମଧ୍ୟରୁ ଜଣକୁ ମିଳିବ ସରକାରୀ ଚାକିରି : ମୁଖ୍ୟମନ୍ତ୍ରୀ