କନକ ନ୍ୟୁଜ୍ ପ୍ରଭାବ : ଇବ୍ ନଦୀରେ ଆନିକଟର ଅନୁସନ୍ଧାନ କରିବ ଓଡିଶା

26

କନକ ବ୍ୟୁରୋ : କନକ ନ୍ୟୁଜ୍ ପ୍ରଭାବ । ଇବ୍ ନଦୀରେ ଆନିକଟର ଅନୁସନ୍ଧାନ କରିବ ଓଡିଶା । ଛତିିଶଗଡରେ ପହଂଚିଲା ଓଡିଶାର ଜଳସମ୍ପଦ ବିଭାଗର ଇଂଜିନିୟର ଦଳ । ଶନିବାର କନକ ନ୍ୟୁଜ୍ ରେ ପ୍ରସାରଣ ହୋଇଥିଲା ଖବର ।