କଟକରେ ପହଂଚିଛି କୃଷକ ଅଧିକାର ଯାତ୍ରା : ଗାନ୍ଧୀ ଭବନରେ ଚାଷୀଙ୍କ ସହ ଆଲୋଚନା କଲେ ଅକ୍ଷୟ କୁମାର

21

କନକ ବ୍ୟୁରୋ : ଚାଷୀଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛି ନବ ନିର୍ମାଣ କୃଷକ ସଂଗଠନ । ବିଭିନ୍ନ ସମୟରେ ସଭା ସମିତି, ରାଲି କରି ନିଜର ହକ୍ ଦାବି କରୁଥିବା ଏହି ସଂଗଠନ ଏବେ କୃଷକ ଅଧିକାର ଯାତ୍ରା କରୁଛି । ନବ ନିର୍ମାଣ କୃଷକ ସଂଗଠନର କୃଷକ ଅଧିକାର ଯାତ୍ରା ଆଜି କଟକରେ ପହଂଚିଛି । ଏହି ଅବସରରେ କଟକ ଗାନ୍ଧୀ ଭବନରେ ଏକ ବୈଠକ କରାଯାଇଛି,ଏଥିରେ ସଂଗଠନର ଆବାହକ ଅକ୍ଷୟ କୁମାର ଚାଷୀଙ୍କୁ ଉଦବୋଧନ ଦେଇଛନ୍ତି । ଚାଷୀଙ୍କ ପ୍ରାଇସ୍ ପ୍ରେଷ୍ଟିଜ ପେନସନ୍ ପାଇଁ ଦାବି କରୁଛନ୍ତି ନବ ନିର୍ମାଣ କୃଷକ ସଂଗଠନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ :