ଦାମନଯୋଡି ଡିପିଏସର ୭ ଜଣ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

24

ଜୟପୁର : ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦାମନଯୋଡିର ଦିଲ୍ଲୀ ପବ୍ଲିକ ସ୍କୁଲର ଶିକ୍ଷକଙ୍କ ବିରୋଧରେ । ତେବେ ଜଣେ କି ଦୁଇ ଜଣ ନୁହେଁ ଏକକାଳୀନ ୭ଜଣ ଶିକ୍ଷକ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ୨୦ରୁ ଅଧିକ ଛାତ୍ରୀ । ଏନେଇ ଦାମନ ଯୋଡି ଥାନାରେ ଏତଲା ଦେଇଛନ୍ତି ଛାତ୍ରୀମାନେ।