ଢେଙ୍କାନାଳ : ଶାଙ୍କୁଲେଇ ପଂଚାୟତରେ ଭୋଟରଙ୍କ ଭୋଟ ଦେଉଛନ୍ତି ନିଜେ ପ୍ରିଜାଇଡିଂ ଅଫିସର

46

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ଶାଙ୍କୁଲେଇ ପଂଚାୟତରେ ଅଭାବନୀୟ ଘଟଣା । କ୍ୟାମେରାରେ କଏଦ ହୋଇଛି ପ୍ରିଜାଇଡିଂ ଅଫିସରଙ୍କ କାରନାମା । ଭୋଟରଙ୍କ ଭୋଟ ଦେଉଛନ୍ତି ନିଜେ ପ୍ରିଜାଇଡିଂ ଅଫିସର । ସାଙ୍କୁଲେଇ ୟୁ.ପି ସ୍କୁଲରେ ମତଦାନ ଚାଲିଥିବା ଏଭଳି ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ୨ ନମ୍ବର ଜିଲ୍ଲା ପରିଷଦ ଜୋନର ୩ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ନିଜେ ଭୋଟରଙ୍କ ଭୋଟ ଦେଉଥିବା ଅଭିଯୋଗ ହୋଉଛି ।