କାନ୍ଥ ଭୁଶୁଡି ଛାତ୍ରୀ ମୃତ୍ୟୁ ଘଟଣା : ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

21

ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ କାନ୍ଥ ଭୁଶୁଡି ଛାତ୍ରୀ ମୃତ୍ୟୁ ଘଟଣାରେ ଆହତଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର।