ଶବକୁ ଏମିତି ମିଳୁଛି ସମ୍ମାନ : ବ୍ୟବଛେଦ ପାଇଁ ୨୪ ଘଂଟାରୁ ଅଧିକ ସମୟ ଅପେକ୍ଷାରେ ରହିଲେ ପରିବାର

38

କନକ ବ୍ୟୁରୋ : ଘଂଟା ଘଂଟା ଧରି ପଡି ରହିଲା ମୃତଦେହ । ୨୪ ଘଂଟାରୁ ଅଧିକ ସମୟ ଧରି ପଡି ରହିଥିଲେ ବି ଶବ ବ୍ୟବଛେଦ କରି ନଥିଲେ ମେଡିକାଲ କର୍ମଚାରୀ । ନିଜ ପରିଜନଙ୍କ ଅକାଳ ମୃତ୍ୟୁର ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଲୋକଙ୍କ ଲୁହ ବି ତରଳାଇ ପାରି ନଥିଲା ମେଡିକାଲ କର୍ତୃପକ୍ଷଙ୍କୁ । ଏପରି ଅବସ୍ଥା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ।
ଦେଖନ୍ତୁ ଏହି ଭିଡିଓ –