ଦିବ୍ୟାଙ୍ଗଙ୍କ କମାଲ୍ ! ନିଷ୍ଠାପର ଉଦ୍ୟମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା

31

କନକ ବ୍ୟୁରୋ : ଆଖି ନାହିଁ,ହେଲେ ଆଖିରେ ଆଖିଏ ସ୍ୱପ୍ନ । ହାତ ନାହିଁ, ହେଲେ ସ୍ୱପ୍ନର ଭବିଷ୍ୟତ ନିର୍ମାଣ ପାଇଁ ଦୃଢ ସଂକଳ୍ପ । ଆମେ କହୁଛୁ ଦୁଇ ଜଣ ଭିନ୍ନ ମେଧାବୀଙ୍କ କଥା । ଯେଉଁମାନଙ୍କ ନିଷ୍ଠାପର ଉଦ୍ୟମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଁ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।

ଦେଖନ୍ତୁ ଏହି ରିପୋର୍ଟ :