ବୟାନ ରେକର୍ଡ ପାଇଁ ବୁଦ୍ଧିଆ ସିଂଙ୍କ ଘରେ ପହଂଚିଲା ସିଡବ୍ଲୁସି ଟିମ୍

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆଙ୍କ ସାଲିଆ ସାହି ଘରେ ବୟାନ ରେକର୍ଡ କରିଛି ସିଡବ୍ଲୁସି । ବୁଦ୍ଧିଆଙ୍କ ଦୁଇ ଭଉଣୀ, ମାଆ ଓ ବୁଦ୍ଧିଆଙ୍କ ସହ ଆଲୋଚନା କରିଛନ୍ତି ସିଡବ୍ଲୁସି ଟିମ୍ । ସ୍ପୋର୍ଟସ ହଷ୍ଟେଲରେ ରହିବାକୁ ନେଇ ବୁଦ୍ଧିଆର ବୟାନ ଉପରେ ମଧ୍ୟ ଆଲୋଚନା ହୋଇଛି। ସେପଟେ ଗତକାଲି ଓଡିଶା ଫେରିବା ପରେ ବୁଦ୍ଧିଆ ଓ ତାଙ୍କ ମାଆଙ୍କ ୧୬୧ ରେକର୍ଡ କରିଛି ପୁଲିସ । ଆଗକୁ ବୁଦ୍ଧିଆଙ୍କ ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟଙ୍କୁ ଆବେଦନ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।


Gjû ij ବୁଦ୍ଧିଆ ଫେରିବାପରେ ଜୋରଧରିଲା ବିବାଦ : ସ୍ପୋର୍ଟସ ହଷ୍ଟେଲକୁ ଜେଲ କହିଲା ବିସ୍ମୟ ବାଳକ