ଡାକ୍ତର ମୋତିଲାଲ ଗୌଡଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ରେଡ୍

27

କନକ ବ୍ୟୁରୋ : ଡାକ୍ତର ମୋତିଲାଲ ଗୌଡଙ୍କ ଶ୍ୱଶୁର କିଶୋର ଗୌଡଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କିଶୋରଙ୍କ କୋରାପୁଟସ୍ଥିତ ବାସଭବନରେ ଚଢାଉ କରିବା ସହ ଦୀର୍ଘ ୩ ଘଂଟା ଧରି ପଚରା ଉଚରା କରିଥିବା ନେଇ ସୂଚନା ମିଳିଛି ।