କଟକ : ଗତକାଲି ପ୍ରବଳ ବର୍ଷା ଫଳରେ ରାସ୍ତା ଉପରେ ଜମା ହୋଇଛି ପାଣି

52

କନକ ବ୍ୟୁରୋ : ଗତକାଲି କଟକରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇଥିଲା କଟକ । ଆଜି ସକାଳୁ ମଧ୍ୟ ଝିପ୍ ଝିପ୍ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର ଭିତରକୁ ବର୍ଷା ପାଣି ପ୍ରବେଶ କରିଛି । ରାସ୍ତା ଉପରେ ମଧ୍ୟ ପାଣି ଜମା ହୋଇରହିଛି ।