ନୋଟ ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା

27

କନକ ବ୍ୟୁରୋ : ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ ନେଇ କେନ୍ଦ୍ର ନିଷ୍ପତିକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଶାସନର ସ୍ୱଚ୍ଛତା ପାଇଁ ସବୁ ପ୍ରକାର ପଦକ୍ଷେପକୁ ସ୍ୱାଗତ କରିବୁ ।