ନୋଟ୍ ବନ୍ଦ ନିଷ୍ପତିକୁ ସ୍ୱାଗତ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

19

କନକ ବ୍ୟୁରୋ : ନୋଟ୍ ବନ୍ଦ ନିଷ୍ପତିକୁ ସ୍ୱାଗତ କଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  । କହିଲେ କଳାଧନ ଓ ଜାଲ ନୋଟ କାରବାର ରୋକିବାରେ ଏହା ସହାୟକ ହେବ  ।