Browsing Category

ସ୍ପେଶାଲ୍ ରିପୋର୍ଟ

ମାଗଣାରେତିଆରି କରନ୍ତୁ ୱେବସାଇଟ ଓ ନିଜେ କରନ୍ତୁ ଡିଜାଇନ ! ଜାଣନ୍ତୁ କିପରି କରିବେ

ଆମ ମାନଙ୍କ ମଧ୍ୟରେ ଅନେକ ଲୋକ ଥିବେ ଯେଉଁମାନେ ନିଜେ ୱେବସାଇଟ ବନାଇବାକୁ ଚାହୁଁଥିବେ କିନ୍ତୁ କେମିତି ତିଆରି ହେବ ଚିନ୍ତା କରି ସେମାନେ ଏକଥାକୁ ଟାଳି ଦେଉଥିବେ । ଏହାସହ ୱେବସାଇଟ ଡିଜାଇନ କରିବ କିଏ ? ଏତେ ଟଙ୍କା କେଉଁଠୁ ଆସିବ ? ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବା । ଆସନ୍ତୁ…
Read More...

ଭାରତୀୟ ରେଳ କୋଚରେ ଲେଖା ହୋଇଥିବା ସଂଖ୍ୟାଗୁଡିକର ଅର୍ଥ କ’ଣ, ଜାଣନ୍ତି କି ?

ପ୍ରାୟତଃ ୧୬୪ ବର୍ଷ ପୂର୍ବରୁ ୧୬ ଅପ୍ରେଲ ୧୮୫୩ରେ ଭାରତୀୟ ରେଲୱେ ନିଜର ରେଳ ସେବା ଆରମ୍ଭ କରିଥିଲା । ଏବଂ ପ୍ରଥମ ଟ୍ରେନ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ୩୩ କମି ଯାତ୍ରା କରିଥିଲା । ଉକ୍ତ ଟ୍ରେନରେ ୧୪ ଟି କୋଚ ଥିବା ସହ ଯେତେବେଳ ଟ୍ରେନ ୪୦୦ ଯାତ୍ରୀଙ୍କୁ ନେଇ ୩.୩୦ରେ ବୋରୀ ବନ୍ଦର…
Read More...

ଭାରତୀୟ କାଶ୍ମୀର ଓ ପାକ୍ ଅଧିକୃୃତ କାଶ୍ମୀର ମଧ୍ୟରେ କାହାର ସ୍ଥିତି ରହିଛି ଅଧିକ ସୁଦୃଢ, ଆସନ୍ତୁ ଜାଣିବା ?

କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ସବୁବେଳେ ଏକ ଚର୍ଚ୍ଚିତ ପ୍ରସଙ୍ଗ ରହିଛି । ପାକ ଅଧିକୃୃତ କାଶ୍ମୀର ମୂଳ କଶ୍ମୀରର ସେହି ଭାଗ ଅଟେ, ଯାହା ଉପରେ ପାକିସ୍ତାନ ୧୯୪୭ରେ ଆକ୍ରମଣ କରି ଅଧିକାର କରି ନେଇଥିଲେ । ସେବେଠାରୁ ତାହାକୁ ପାକ୍ ଅଧିକୃୃତ କାଶ୍ମୀର (ପିଓକେ) ନାମରେ ଜଣାଯାଏ ।…
Read More...

ନବୀନ ସରକାର- ଚତୁର୍ଥ ପାଳିର ତୃତୀୟ ବର୍ଷ ! ଭୋଟ୍ କରି ମୁଲ୍ୟାୟନ କରନ୍ତୁ

ନବୀନ ସରକାରର ଚତୁର୍ଥ ପାଳିର ତୃତୀୟ ବର୍ଷ । ଲଗାତର ୧୭ ବର୍ଷ ଧରି ରାଜ୍ୟରେ ଶାସନ ଭାର ରହିଛି ନବୀନ ପଟ୍ଟନାୟକଙ୍କ ହାତରେ । ହେଲେ ପଂଚାୟତ ନିର୍ବାଚନ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ସବୁଠାରୁ ବଡ ପ୍ରଶ୍ନ । କଡ ବଦଳାଉଛି କି ରାଜ୍ୟ ରାଜନୀତି? ବିଜେଡିକୁ ଟକ୍କର ଦେବାକୁ ଅନ୍ୟ…
Read More...

ସ୍ୱାମୀଙ୍କୁ ପ୍ରେମିକା ସହ ଫେରାର୍ ହେବା ଦେଖି ସୁପରମ୍ୟାନ୍ ପାଲଟିଗଲେ ପତ୍ନୀ ! କେମିତି ଧରିଲେ ଦେଖନ୍ତୁ ଏହି ଭିଡିଓରେ

ଜଣେ ମହିଳା ନିଜର ସବୁକିଛି ବାଂଟିପାରେ, ହେଲେ ସିନ୍ଦୁର ଉପରେ ଅଧିକାର କେବଳ ତାର ହିିଁ ଥାଏ । ଆଉ ଏହାର ଏକ ଉଦାହରଣ ଆସିଛି ସାମ୍ନାକୁ । ସ୍ୱାମୀ ନିଜ ପ୍ରେମିକାକୁ କାରରେ ଧରି ଫେରାର୍ ହେଉ ଥିବାର ଦେଖି ସୁପରମ୍ୟାନ୍ ପାଲଟି ଯାଇଥିଲେ ପୀଡିତା ପତ୍ନୀ । ଆଉ ନିଜ ଜୀବନକୁ ଖାତିର୍‌ ନ କରି…
Read More...

ପବିତ୍ର ସଂପର୍କରେ ପାପର ଛିଟା ! ପତ୍ନୀଙ୍କ ସାମ୍ନାରେ ଦେହଜୀବୀ ସହ ଶାରୀରିକ ସମ୍ବନ୍ଧ ରଖିଲେ ସ୍ୱାମୀ

ପବିତ୍ର ସଂପର୍କରେ ଲାଗିଛି ପାପର ଛିଟା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ କରିଥିବା ପତ୍ନୀଠାରୁ ପ୍ରତିଶୋଧ ନେବାପାଇଁ ହିତାହିତ ଜ୍ଞାନ ଭୁଲିଗଲେ ସ୍ୱାମୀ । ଆଉ ପତ୍ନୀଙ୍କ ଉପସ୍ଥିତିରେ ଘରକୁ ନେଇଆସିଲେ ଦେବଜୀବୀ । କେବଳ ସେତିକି ନୁହେଁ ପତ୍ନୀଙ୍କ ସାମ୍ନାରେ ରଖିଲେ ଶାରୀରିକ ସଂପର୍କ ।…
Read More...

‘କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’ ! ପାକିସ୍ତାନକୁ ସେହ୍ୱାଗଙ୍କ ମୁହଁତୋଡ ଜବାବ୍

‘କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’ । କୁଳଭୂଷଣ ମାମଲାରେ ପାକିସ୍ତାନକୁ ଏଭଳି ଭାବରେ ମୁହଁତୋଡ ଜବାବ ଦେଇଛନ୍ତି ବିରେନ୍ଦ୍ର ସେହ୍ୱାଗ । ଗୁରୁବାର କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ ଲଗାଇଥିଲେ ଅନ୍ତର୍ଜାତୀୟ କୋର୍ଟ । ଅନ୍ତିମ ରାୟ ନଆସିବା ଯାଏ କୁଳଭୂଷଣଙ୍କୁ ପାକିସ୍ତାନ…
Read More...

ପାଂଚଟି ବିଶ୍ୱାସ ! ଯାହାକୁ ଜବରଦସ୍ତ କରି ଦିଆଯାଇଛି ‘ଅନ୍ଧ’ବିଶ୍ୱାସ. . ଜାଣନ୍ତୁ ପ୍ରକୃତ ରହସ୍ୟ

ଭାରତରେ ଅନେକ ଧାରଣା ରହିଛି ଯାହାକୁ ଦବରଦସ୍ତ ଅନ୍ଧବିଶ୍ୱାସ ବନାଇ ଦିଆଯାଇଛି । ଯେମିତି ବିଲେଇ ରାସ୍ତା କାଟିବା, ଘର ଆଗରେ ଲେମ୍ବୁ ଲଙ୍କା ଟଙ୍ଗାଇବା ଇତ୍ୟାଦି । ତେବେ ଜାଣନ୍ତୁ କେମିତି ବିଶ୍ୱାସକୁ ଜୋରକରି ଅନ୍ଧବିଶ୍ୱାସ ବନାଇ ଦିଆଯାଇଛି । କଳା ବିଲେଇ ରାସ୍ତା କାଟିବା : ଆଗକାଳରେ…
Read More...

ଆପଣଙ୍କ ପାଇଁ ଖୁସି ଖବର ! ମାତ୍ର ୧୪୨ ଟଙ୍କାରେ କିଣି ନିଅନ୍ତୁ ଆଇଫୋନ-୭

ଯଦି ଆପଣ ଆଇଫୋନ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର । ପ୍ରଥମଟି ହେଲା, ଏହି ମାସଠାରୁ ଭାରତରେ ମିଳିବା ଆରମ୍ଭ ହୋଇଯିବ ମେଡ ଇନ୍ ଇଣ୍ଡିଆ ଆଇଫୋନ । ସେହିପରି ଅନ୍ୟଟି ହେଲା, ପ୍ରତିଦିନ ମାତ୍ର ୧୪୨ ଟଙ୍କା ଦେଇ ଆପଣ କିଣି ପାରିବେ ଆଇଫୋନ-୭ । ତେବେ ଏଭଳି…
Read More...

କାହିଁକି ଟିଭି ସ୍କ୍ରିନରେ ନଜର ଆସିଥାଏ ଏହି ସଂଖ୍ୟା? ଜାଣନ୍ତୁ ଏହାର ରହସ୍ୟ

ସାଧାରଣତଃ ଟିଭି ତ ସମସ୍ତେ ଦେଖନ୍ତି । କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ଯେତେବେଳେ ଆପଣ କୌଣସି ଚ୍ୟାନେଲ ବଦଳଉଛନ୍ତି ସେତେବେଳେ ଟିଭି ସ୍କ୍ରିନରେ କିଛି ନମ୍ବର୍ସ ବା ସଂଖ୍ୟା ନଜର ଆସିଥାଏ । ତେବେ ଏହି ସଂଖ୍ୟାଗୁଡିକ ବିନା କାରଣରେ ନଜର ଆସି ନଥାଏ । ଏହା ପଛରେ ମଧ୍ୟ କୌଣସି ବଡ କାରଣ…
Read More...