Browsing Category

ସ୍ପେଶାଲ୍ ରିପୋର୍ଟ

ରାଜନୀତି ନା ବାଧ୍ୟବାଧକତା! ତେବେ ୧୦ ମାସରେ ୧୧ ଥର ଗୁଜୁରାଟ ଯିବା ପଛରେ ମୋଦିଙ୍କ ଉଦ୍ଦେଶ୍ୟକଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଗତ ୧୦ ମାସରେ ଏହା ଏକାଦଶ ଥରରେ ପହଂଚିଛି । ତେବେ ଚଳିତ ବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି । ଏବଂ ଅଟଳଳ ଲଗାଯାଇଛି କି ସେଠାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ନିର୍ବାଚନ ହୋଇପାରେ । ତେବେ…
Read More...

‘ମିଲ୍କ ମନ୍ତ୍ର’ରେ ଓଡିଶାର ଶ୍ରୀକୁମାର ! ପତ୍ନୀଙ୍କ ଅଳଙ୍କାର ବନ୍ଧକରେ ବ୍ୟବସାୟ କରି ଏବେ ସେ ୨୦୦ କୋଟିର ମାଲିକ

ଆଜି କାଲି ଯୁବପିଢୀ ନାମୀଦାମୀ ତଥା ଚକାଚକ ଚାକିରୀ ଓ ଉଚ୍ଚ ଦରମା ପଛରେ ଧାଉଁଛନ୍ତି ଏବଂ କୃଷି ଭଳି କାମକୁ ହୀନମନ୍ୟତା ଓ ତୁଚ୍ଛ ବୋଲି ଭାବୁଛନ୍ତି । ତେବେ ଆମ ଓଡିଶାରେ ଏମିତି ଜଣେ ଯୁବକ ଶିଳ୍ପପତି ଅଛନ୍ତି ଯିଏ କି ପ୍ରମାଣିତ କରି ଦେଖାଇ ପାରିଛନ୍ତି ଯେ ବିଶ୍ୱର କୃଷିଠାରୁ କୌଣସି ମହନୀୟ…
Read More...

କାହିଁକି ଥାଏ ପିଲାମାନଙ୍କ ସାର୍ଟର କଲରରେ ବଟନ, ଜାଣନ୍ତି କି ?

ସାର୍ଟ ପିନ୍ଧିବା ସମୟରେ ଆପଣ ଏହାର କଲରରେ ଲାଗିଥିବା ଦୁଇଟି ବଟନ ଓ ପଛରେ ଦିଆଯାଇଥିବା ଲୁପକୁ ନିଶ୍ଚୟ ଦେଖିଥିବେ । କିନ୍ତୁ ଏପରି କାହିଁକି ଦିଆଯାଏ ଆପଣ ଜାଣନ୍ତି କି ? ଆଜି ଜାଣନ୍ତୁ ଏହା ପଛରେ ଥିବା କାରଣ । ସାର୍ଟର କଲରରେ କାହିକି ଲାଗେ ଦୁଇଟି ବଟନ ? ସାର୍ଟର ଦୁଇଟି ବଟନ ଲାଗିବାର…
Read More...

ଭଲ ପାଇ ଭୁଲ୍ କଲି ! କଏଦୀଙ୍କୁ ପ୍ରେମ କରି ଜେଲ୍ ଗଲେ ମହିଳା ଜେଲର୍

ପ୍ରେମ ସତ୍ୟ , ପ୍ରେମ ଶାଶ୍ୱତ , ପ୍ରେମ ଅନ୍ଧ  ।  ପ୍ରେମ ମାନି ନଥାଏ କୌଣସି ବାଧା ବନ୍ଧନ । ପ୍ରେମରେ ପଡିଥିବା ମଣିଷ ଆଗରେ ସବୁକିଛି ତୁଛ । ଉଚ, ନୀଚ, ବୟସ , ପଦ, ପଦବୀ କିଛି ମାନନ୍ତିନି ପ୍ରେମୀଯୁଗଳ  । ସେହିପରି ଏକ ପ୍ରେମକାହାଣୀ ହେଉଛି ଜଣେ ମହିଳା ଜେଲ ଅଧିକାରୀ ଏବଂ ଜଣେ ହତ୍ୟାକାରୀ…
Read More...

ସାଇବର ଆଟାକ ପୁଣି ଆଣିଲା ବିପଦ ! ୱାନାକ୍ରାୟଠାରୁ ବେଶି ଭୟଙ୍କର ‘ଇଟରନାଲ ରକ୍ସ’

ୱାନାକ୍ରାୟ ରାନସମୱେରର ନାଁ ତ ଆପଣ ଶୁଣିଥିବେ ନିଶ୍ଚୟ । କାରଣ ଏହି ଭାଇରସର ଶିକାର ହୋଇଛି ପାଖାପାଖି ୧୦୦ରୁ ଅଧିକ ଦେଶର ଲକ୍ଷାଧିକ କମ୍ପ୍ୟୁଟର । ଯାହାଦ୍ୱାରା ବେଶି ପ୍ରଭାବିତ ହୋଇଛି ୱିଡୋଜ୍ କମ୍ପ୍ୟୁଟର । ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣାପଡିଛି ଏହା ଏନଏସଏ ଦ୍ୱାରା ଡେଭଲପ…
Read More...

ଗୁଜବ ନେଲା ୭ ଜୀବନ ! ଫଟୋ ବଖାଣୁଛି କେତେ ଭୟଙ୍କର ସୋସିଆଲ୍ ମିଡିଆର ଚେହେରା

ବିକାଶ ଦିଗରେ କାମ କରୁଛି ସୋସିଆଲ ମିଡ଼ିଆ । କିନ୍ତୁ ଏହି ସୋସିଆଲ୍ ମିଡିଆ ଏବେ ପାଲଟି ଯାଇଛି ହତ୍ୟାକାରୀ । ଝାରଖଣ୍ଡର ଜମସେଦପୁର ଅଂଚଳରେ ଗତ ୧୦ ଦିନ ଭିତରେ ସୋସିଆଲ ମିଡ଼ିଆରେ ଏକ ଗୁଜବ ଖବର ପାଇଁ ଏପର୍ଯ୍ୟନ୍ତ ୭ଜଣଙ୍କୁ ନୃଶଂସ ଭାବରେ ହତ୍ୟା କରାଯାଇଛି । ସୂଚନା ମୁତାବକ ପିଲା ଚୋରିକୁ ନେଇ…
Read More...

ଇନ୍ଦିରା ଗାନ୍ଧିଙ୍କ ଗୋଟିଏ ଭୁଲ ! ଯାହା ଭାରତର ଇତିହାସକୁ ଦେଇଥିଲା ବଦଳାଇ

ରାଜନୀତିରେ ଗାଦିର ଲୋଭ ଅନେକଙ୍କୁ କରି ଦେଇଛି ପାଗଳ । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଭାରତର ସବୁଠାରୁ ପୁରୁୁଣା ରାଜନୈତିକ ପରିବାର ତଥା ଗାନ୍ଧି ପରିବାର । ଭାରତୀୟ ରାଜନୀତିର ଇତିହାସ ଉପରେ ଯଦି ଧ୍ୟାନ ଦିଆଯାଏ ତେବେ ଗାନ୍ଧି ପରିବାରର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧିଙ୍କ…
Read More...

ସାମ୍ନାକୁ ଆସିଲା ମୋଦିଙ୍କ ଏହି ଭାଇରାଲ ଫଟୋର କାହାଣୀ ! ଯାହାକୁ ଆପଣ କେବେ କଳ୍ପନା ବି କରି ପାରିବେନି

ଏହି ମହିଳା ଜଣଙ୍କ ସାମ୍ନାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ହାତ ଯୋଡି ନତମସ୍ତକ ଭାବେ ପ୍ରଣିପାତ କରୁଥିବା ଫଟୋଟି ବାସ୍ତବରେ ୨୦୧୪ର । ତେବେ ଏହାକୁ ନେଇ ଏକ ମିଛ ଖବର ପ୍ରଚାର କରାଯାଇ କୁହାଯାଇଛି କି, ଏହି ଫଟୋରେ ମୋଦି ଯେଉଁ ମହିଳାଙ୍କୁ ହାତ ଯୋଡି ନମସ୍କାର କରୁଛନ୍ତି ସେ…
Read More...

ଆସିଲା ଜିଓ ଗୁପଚୁପ୍ ! ୧୦୦ଟଙ୍କାରେ ଖାଆନ୍ତୁ ମନଭରି . . କେଉଁଠି ମିଳୁଛି ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ମାଗଣା ଡାଟା ଏବଂ ଭଏସ୍ କଲ୍ ପାଇଁ ଜିଓକୁ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଧୁମ୍ ମଚାଉଛି ଜିଓ ଗୁପଚୁପ୍ । କେବଳ ନାଁ ନୁହେଁ ଏହାର ଅଫର୍ ମଧ୍ୟ ରହିଛି ଜିଓ ପରି ଧମାକାଦାର । ଗୁଜୁରାଟର ପୋରବନ୍ଦର ନିକଟରେ ରବି ଜଗଦମ୍ବା ନାମକ ଜଣେ ବ୍ୟକ୍ତି ଏହି ଗୁପଚୁପ୍ ବିକ୍ରି…
Read More...

ମାତ୍ର ୮୯ ଟଙ୍କାରେ କିଣନ୍ତୁ ଦେଶର ସବୁଠାରୁ ଲୋକପ୍ରିୟ ସ୍କୁଟର ହୋଣ୍ଡା ଆକ୍ଟିଭା !

ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଅଟୋମେଟିକ ସ୍କୁଟର ହେଲା ହୋଣ୍ଡା ଆକ୍ଟିଭା । ଯଦି ଆପଣ ଟଙ୍କା ଅଭାବ ପାଇଁ ଏହି ଗାଡି କିଣି ପାରୁ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଏବେ ପରିବା କିଣିବା ଦାମରେ କିଣିପାରିବେ ଏହି ଲୋକପ୍ରିୟ ସ୍କୁଟର । ଯଦି ଆପଣଙ୍କୁ ବିଶ୍ୱାସ…
Read More...