Browsing Category

ଜୀବନଚର୍ଯ୍ୟା

ଆପଣ କଫି ପିଇବାରେ ଅଭ୍ୟସ୍ତ କି ? ଏହା ଖୁବ୍ ଫଳପ୍ରଦ ହୋଇପାରେ ,ଆୟୁଷ ବଢାଇବା ସହ କିଡନୀ ସମସ୍ୟାରୁ ମୁକ୍ତି ଦେଇଥାଏ

କ୍ଳୋରୋନିକ କିଡନୀ ଡିିଜିଜ (ସିକେଡି) ରୋଗୀ ଯଦି ଅଧିକ ମାତ୍ରାରେ କଫି ପିଉଥିବେ ତେବେ ବଢ଼ିପାରିବ ତାଙ୍କ ଜୀବନକାଳ । ଏହା ପର୍ତ୍ତୁଗାଲରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି । ଅଧିକ କଫି ନ ପିଉଥିବା ଲୋକଙ୍କ ପାଖରେ ୨୪ ପ୍ରତିଶତ ମୃତ୍ୟୁର ଆଶଙ୍କା ରହିଥିବା ବେଳେ , କଫି ପିଉଥିବା…
Read More...

ସୂର୍ଯ୍ୟର ପ୍ରଖର କିରଣରୁ ତ୍ୱଚାକୁ ସୁରକ୍ଷା ଦିଏ ଚକୋଲେଟ୍

ପିଲା ହୁଅନ୍ତୁ କି ବୁଢ଼ା,ଚକୋଲେଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ଚକୋଲେଟ୍ ଦେହ ପାଇଁ କେତେ ଭଲ ? ଡାକ୍ତରଙ୍କ କହବା ଅନୁଯାୟୀ ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚକୋଲେଟ୍ ଖାଇବା ଭଲ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍ ଖାଇଲେ କେଉଁ ଉପକାର ମିଳେ । ଡ଼ାର୍କ…
Read More...

ସୋସିଆଲ ମିଡିଆର ସଠିକ୍ ଉପଯୋଗ କରନ୍ତୁ ! ନୁହେଁତ ଅସୁବିଧାରେ ପଡିପାରନ୍ତି

ଆମ ଦୈନନ୍ଦିନ ଜୀବନରେ ଆମେ ଏମିତି କିଛି ଜିନିଷ ସଂପର୍କରେ ଆମେ ଆସୁଛେ , ଯାହାକୁ ଛାଡି ରହିପାରିବା ନାହିଁ । ଏହା ଆମର ଜୀବନ ଚଳନୀ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଏହାକୁ ବ୍ୟବହାର ନକରି ରହିବା ଅସମ୍ଭବ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଯେକୌଣସି ମାଧ୍ୟମରେ ସୋସିଆଲ ମିଡିଆରେ ସବୁ ବର୍ଗର…
Read More...

କେଶ ଝଡିବା ସମସ୍ୟାକୁ ନେଇ ଚିନ୍ତିତ କି? ଜାଣନ୍ତୁ ଏହାର କାରଣ

କେଶ ଝଡିବା ଆଜିକାଲି ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା ମହିଳା ମାନଙ୍କର ଚିନ୍ତାର ବିଷୟ ପାଲଟିଛି । ପ୍ରଥମେ ଆସନ୍ତୁ ଜାଣିବା କେଶ ଉପୁଡିବାର ମୁଖ୍ୟ କାରଣ । ପରିବର୍ତ୍ତିତ ଜୀବନ ଶୈଳୀ ହେତୁ ଦେଖାଯାଇଥାଏ କେଶ ଝଡିବା ଭଳି ଭୟଙ୍କର ସମସ୍ୟା । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ…
Read More...

କିଣିବାକୁ ଚାହୁଁଛନ୍ତି ଟିଭି , ଫ୍ରିଜ୍ ଆଦିି ଘରୋଇ ଉପକରଣ କି ? ସାଥିରେ ନେଇଯା’ନ୍ତୁ ସ୍ତ୍ରୀଙ୍କୁ ! କାହିଁକି , ଏହାର…

ଏହା ବିଗତ ଦିନର କଥା ହୋଇଗଲାଣି , ଯେବେ ଟିଭି , ଫ୍ରିଜ୍ ଓ ୱାସିଂମେସିନ୍ ଭଳି ଘରୋଇ ଉପକରଣ କିଣିବା କାମ ପୁରୁଷ କରୁଥିଲେ । କିନ୍ତୁ ନୂଆ ଦଂପତିଙ୍କ କଥା ଯଦି କହିବା କୌଣସି ଜିନିଷ ବା ଦ୍ରବ୍ୟ କିଣିବା ବେଳେ ଏବେ ପତି-ପତ୍ନୀ ଉଭୟଙ୍କର ସହମତି ନିଆଯାଉଛି । ଆଉ ବୟସ୍କ ଦଂପତିଙ୍କ ମଧ୍ୟରେ ଏହି…
Read More...

କିଭଳି ଦେଖାଯିବେ ଅଧିକ ସୁନ୍ଦର ?

ଏମିତି ଅନେକ ଥର ହୁଏ ଜଣେ ଖୁବ୍‌ ବୟସ୍କ ବ୍ୟକ୍ତିଙ୍କୁ ଦେଖି ମଧ୍ୟ ତାଙ୍କ ବୟସର ଅନୁମାନ ଲଗାଇନପାରି ଆମେ ନିଜଠାରୁ ସାନ ଭାବି ବସୁ ଅଥବା ନିଜର ଠାରୁ ସାନ ବ୍ୟକ୍ତିଙ୍କୁ ବି ବେଳେ ବେଳେ ବୟସ୍କ ଭାବି ଅପଦସ୍ତ ହୋଇଥାଉ । ଏଥିରେ ଦେଖଣାହାରୀଙ୍କର କୌଣସି ଭୁଲ୍‌ ନାହିଁ । ଏହା ନିର୍ଭର କରୁଛି…
Read More...

ସକାଳୁ ଉଠିିବାର ୬୦ ସେକେଣ୍ଡ ମଧ୍ୟରେ ପିଅନ୍ତୁ ପାଣି ! ଜାଣନ୍ତୁ କ’ଣ ରହିଛି ସୁଫଳ

ସକାଳେ ଯେତେବେଳେ ଆପଣ ଉଠୁଛନ୍ତି ତୁରନ୍ତ ଏକ ଗ୍ଲାସ ପାଣି ପିଅନ୍ତୁ କାରଣ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ବହୁତ ଲାଭ ମିଳେ । ଅଧିକ ପାଣି ପିଇ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟାରୁ ଆପଣ ରକ୍ଷା ପାଇ ପାରିବେ । ସକାଳୁ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ । ଯେତେେବେଳ ଆମେ ସକାଳେ…
Read More...

ଶୋଇବା ପୂର୍ବରୂ ପିଅନ୍ତୁ ନାହିଁ ଅଧିକ ପାଣି ! ଅନେକ କ୍ଷତିର ସମ୍ଭାବନା ରହିଛି . . . . 

ଜଳ ବହୁଳେ ସୃଷ୍ଟି ନାଶ, ଜନ ବିହୁନେ ସୃଷ୍ଟି ନାଶ । ଏହି ଉକ୍ତି ସହ ପ୍ରାୟ ସମସ୍ତେ ଅବଗତ । ଆମେ ସମସ୍ତେ ଜାଣନ୍ତି ପାଣି ଆମ ଜୀବନର ମୂଲ୍ୟ ଆଧାର । ଅଳ୍ପ ଉଷୁମ ପାଣିରେ ଦିନ ଆରମ୍ଭ କରିବା ପାଇ ଡାକ୍ତର ମଧ୍ୟ ସବୁବେଳେ ପରାମର୍ଶ ଦିଅନ୍ତି । ଆଉ ଏହା ମଧ୍ୟ ଆମେ ଜାଣନ୍ତି ସବୁ ଜିନିଷ ଅଧିକ…
Read More...

ଅଣ୍ଡାରେ ଥାଏ ଅନେକ ଶକ୍ତି ! ଚିନ୍ତା ହୁଏ ଦୂର, ଓଜନ ହୁଏ ନିୟନ୍ତ୍ରଣ । ଜାଣନ୍ତୁ କାହିଁକି ଖାଇବେ ଅଣ୍ଡା

ଆପଣମାନେ ପ୍ରାୟ ଜାଣିଥିବେ ସବୁ ଖାଦ୍ୟରେ ଏତେ ପରିମାଣର ଶକ୍ତି ମିଳିନଥାଏ ଯେତିକି ପରିମାଣର ଶକ୍ତି ଅଣ୍ଡାରେ ମିଳିଥାଏ । ଅଣ୍ଡାକୁ ଥଣ୍ଡା ବା ଗରମ ସବୁବେଳେ ଖାଇପାରିବା । ଏହା ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକ । ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ମନ , ଦେହ ଭଲ ରହିବ । କାରଣ ଅଣ୍ଡାରୁ ଆମେ ବହୁତ…
Read More...

ଖାଲି ପେଟରେ ସେବନ କରନ୍ତୁ ରସୁଣ, ମିଳିବ ଉପଶମ

ସାଧାରଣତଃ ଆମେ ରସୁଣକୁ ଖାଦ୍ୟରେ ମସଲାଦ୍ରବ୍ୟ ଭାବେ ବ୍ୟବହାର କରିଥାଉ । କାରଣ ରସୁଣ କୌଣସି ବି ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ ବନାଇଦିଏ । ମାତ୍ର ରସୁଣ ମଧ୍ୟରେ ଏପରି ଗୁଣକାରୀ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ଉପଶମ ଦେଇଥାଏ । କାରଣ ରସୁଣରେ ବହୁମାତ୍ରାରେ ରୋଗ ପ୍ରତିରୋଧକ…
Read More...