Browsing Category

ଜୀବନଚର୍ଯ୍ୟା

ଦିନବେଳା ମେକଅପ ନେବା ସମୟରେ ଧ୍ୟାନ ରଖନ୍ତୁ କିଛି କଥା ! ଦେଖା ଯିବେ ଅଧିକ ସୁନ୍ଦର

ସୁନ୍ଦର ଦେଖାଯିବାକୁ ସବୁ ମହିଳା ପସନ୍ଦ କରନ୍ତି ।  ଯେଉଁଥି ପାଇଁ ଅଧିକାଂଶ ମହିଳା ମେକଅପର ସାହାର ନେବାକୁ ପଛେଇ ନଥାନ୍ତି । ସେ ଦିନ ହେଉ କି ରାତି ହୋଇଥାଉ ନା କାହିଁକି । ସେମାନେ ନିଜର ଚେହେରାରେ ମେକଅପ କରିବାକୁ କେବେ ଭୁଲି ନଥାନ୍ତି । ହେଲେ ମେକଅପ କରିବା ସମୟରେ ଅନେକ ଗୁଡିଏ ଛୋଟ ଛୋଟ…
Read More...

ଖାଦ୍ୟ ଭିତରେ ଭରି ରହିଛି ରୋଗ ! ଜାଣନ୍ତୁ କେଉଁ ଖାଦ୍ୟ ସ୍ଲୋ ପଏଜନ ଭଳି କାମ କରେ

ଦିନକୁ ଦିନ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ଏପରିକି ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ବିଷ ଭରି ରହିଛି । ଯାହା ଶରୀରରେ ଧୀରେ ଧୀରେ ବ୍ୟାପିଥାଏ । ଏହା ଜଣା ପଡୁନଥିଲେ ମଧ୍ୟ ଧୀରେ ଧୀରେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ବିଶ୍ୱ କର୍କଟ ଗବେଷଣା କେନ୍ଦ୍ର ଅନୁଯାୟୀ, ଅଧିକ ମାତ୍ରାରେ…
Read More...

ଆସନ୍ତୁ ଜାଣିବା ପିଜୁଳି ସେବନ କଲେ କ’ଣ କ’ଣ ସୁଫଳ ମିଳେ . . . .

ପିଜୁଳି ଖାଇବା ପାଇଁ ସମସ୍ତ ପସନ୍ଦ କରନ୍ତି । କିନ୍ତୁ ପିଜୁଳି ଖାଇଲେ କ'ଣ ସୁଫଳ ମିଳେ ସେକଥା ବୋଧହୁଏ ଅନେକ ଲୋକ ଜାଣିିନଥିବେ । ଆସନ୍ତୁ ଜାଣିବା ପିଜୁଳିରେ ଭରପୁର ଥବା ତତ୍ୱ ବିଷୟରେ । ପିଜୁଳିରେ ମହଜୁଦ ଭିଟାମିନ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହ…
Read More...

ଫିଟ୍ ପାଇଁ ଫର୍ମୁଲା ! ନିୟମିତ ପିଅନ୍ତୁ ନଖ ଉଷୁମ ପାଣି

ପାଣି ଶରୀର ପାଇଁ ବହୁତ ଦରକାରୀ । ପ୍ରଚୁର ପାଣି ପିଇବା ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ଆମେ ରକ୍ଷା ପାଇଥାଉ । ଏହା ସହ ଅଧିକ ପାଣି ପିଇଲେ ତ୍ୱଚା କୋମଳ ହେବା ସହ ସୁନ୍ଦର ହୋଇଥାଏ । ଥଣ୍ଡା ପାଣି ପିଇବା ଅପେକ୍ଷା ଉଷୁମ ପାଣି ସ୍ୱାସ୍ଥ୍ୟ ପାଇଁ ବେଶୀ ଉପଯୋଗୀ । ଏକ ସର୍ବେକ୍ଷଣରୁ ଜଣାପଡିଛି…
Read More...

ଶୀତ ଦିନେ ଆପଣଙ୍କର ଓଠ ଫାଟୁଛି କି? ଜାଣନ୍ତୁ ଏହାର ପ୍ରତିକାର

ଏବେ ଶୀତ ଦିନ ଆସିଗଲା । ଋତୁ ବଦଳିବା ସହ ଦିନଚର୍ଯ୍ୟାରେ ମଧ୍ୟ ବ୍ୟତିକ୍ରମ ଦେଖାଯିବ । ଆଉ ବିଶେଷ ସମସ୍ୟା ଦେଖାଦିଏ ଓଠ ଫାଟିବା । ଓଠ ଫାଟିବା ଦ୍ୱାରା ଏହା ଅସହ୍ୟ ବୋଧ ହୁଏ । କୈାଣସି କାମରେ ମନ ଲାଗେନାହିଁ । ଖୁବ୍ ପୀଡା ଅନୁଭବ ହୁଏ ଓଠରେ । କାହିଁକି ଏପରି ହୁଏ ଓ ଏହାର ନିରାକରଣ କେମିତି…
Read More...

ନିୟମିତ ଲିପଷ୍ଟିକ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ

ଲିପଷ୍ଟିକ ବିନା ମହିଳା ମାନଙ୍କର ପ୍ରସାଧନ ସମ୍ପୂର୍ଣ୍ଣ ହୁଏନି । ଅନ୍ୟ ମେକଅପ୍ ସାମଗ୍ରୀ ଅପେକ୍ଷା ମହିଳାମାନେ ଲିପଷ୍ଟିକକୁ ଅଧିକ ଗରୁତ୍ୱ ଦିଅନ୍ତି । କାରଣ ଲିପଷ୍ଟିକ ବ୍ୟତୀତ ପ୍ରସାଧନ ଖାଲି ଖାଲି ଲାଗେ । କିଛି ମହିଳା ଅନ୍ୟ କୌଣସିି ମେକଅପ୍ ସାମଗ୍ରୀ ବ୍ୟବହାର କରନ୍ତୁ ବା ନକରନ୍ତୁ…
Read More...

ଋତୁସ୍ରାବ ସମୟରେ କଷ୍ଟରୁ କିପରି ରକ୍ଷା ପାଇବେ ! ଜାଣନ୍ତୁ କିଛି ଘରୋଇ ଉପାୟ

ମାସିକ ଧର୍ମ ବା ଋତୁସ୍ରାବ ସମୟରେ ମହିଳାମାନେ ଭୟଙ୍କର କଷ୍ଟର ସାମ୍ନା କରିଥାଆନ୍ତି, ଯେଉଁଠି ପେଟବ୍ୟଥା ଏକ ସାଧାରଣ କଥା । ଏନେଇ ବଜାରରେ ଅନେକ ପ୍ରକାରର ଔଷଧ ଉପଲବ୍ଧ ଥିଲେ ମଧ୍ୟ ଏହାର କୁପ୍ରଭାବ ବିଷୟରେ ଭାବି ମହିଳାମାନେ ଔଷଧ ଖାଆନ୍ତି ନାହିଁ । ଏହି ଦିନମାନଙ୍କରେ ଯଦି ଆପଣ ଔଷଧ ଖାଇବାରୁ…
Read More...

ଶୀତ ଦିନେ କିଭଳି ନେବା ତ୍ୱଚାର ଯତ୍ନ ? ମନେ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ବିଶେଷ କରି ଶୀତ ଋତୁରେ ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ଅଟେ । କାରଣ ଏହି ଦିନ ମାନଙ୍କରେ ତ୍ୱଚାରେ ଅନେକ ସମସ୍ୟା ଦେଖାଦେଇଥାଏ । ଯାହାକି ଚର୍ମକୁ ଅଧିକ ରୁକ୍ଷ କରିବା ସହ ନଷ୍ଟ ମଧ୍ୟ କରି ପକାଇଥାଏ । ତେଣୁ ଏହି ସମୟରେ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିବ । ଯାହାଦ୍ୱାରା…
Read More...

ଟୁଥପେଷ୍ଟ କିଣିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

ବଜାରରେ ବିଭିନ୍ନ ବ୍ରାଣ୍ଡର ଟୁଥ୍‌ପେଷ୍ଟ ମିଳୁଛି । ଏବଂ ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ମଧ୍ୟ । ଯାହାକୁ ଧଳା ରଙ୍ଗ ଭଲ ଲାଗେ,ସେ ଧଳା ରଙ୍ଗର ପେଷ୍ଟ କିଣିିଥାଆନ୍ତି,ଯିଏ ଲାଲ ରଙ୍ଗ ପ୍ରିୟ ତାଙ୍କୁ ରେଡ଼୍‍ ଟୁଥ ପେଷ୍ଟ କିଣିବାକୁ ଚାହାଁନ୍ତି । କିନ୍ତୁ ପ୍ରକୃତରେ କେଉଁ ଟୁଥ୍‌ ପେଷ୍ଟ ବ୍ୟବହାର…
Read More...

ଚିନାବାଦାମ ଖାଇବା ଦ୍ୱାରା କର୍କଟ ରୋଗର ଆଶଙ୍କା କମେ . . . . .

ଆରମ୍ଭ ହେଲାଣି ଶୀତ । ଧୀରେ ଧୀରେ ଶୀତ ଅନୁଭୂତ ହେଲାଣି । ଆଉ ଶୀତ ଦିନରେ ଚିନାବାଦାମ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଅନ୍ୟ ଦିନ ମାନଙ୍କରେ ଚିନାବାଦାମ ଖାଇଲେ ମଧ୍ୟ ଶୀତ ଦିନରେ ଖାଇବାର ମଜା ନିଆରା । ସ୍ୱାଦ ସହିତ ଏହା ଶରୀର ପାଇଁ ବହୁତ ଲାଭକାରୀ । ଚିନାବାଦାମ ନିୟମିତି ସେବନ…
Read More...