Browsing Category

ମନୋରଞ୍ଜନ

ବ୍ୟାଚଲର୍ ଲାଇଫକୁ ଅଲବିଦା କରିବେ ଅରିନ୍ଦମ୍ ! ଡିସେମ୍ବର ୪ରେ ବାହାଘର

ସେକେଣ୍ଡ୍ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି ଓଲିଉଡର ସୁପରଷ୍ଟାର୍ ଅରିନ୍ଦମ୍ ରୟ । ରିଲ୍ ଲାଇଫରେ ଅନେକ ନାୟିକାଙ୍କ ମନ ଚୋରୀ କରିଥିବା ଅରିନ୍ଦମ୍ ଏବେ ରିୟଲ୍ ଲାଇଫରେ କରିବେ ବିବାହ । ଆସନ୍ତା ଡିସେମ୍ବର ୪ରେ ବିବାହ ଓ ୭ରେ ରିସେପସନ୍ ହେବା ନେଇ ସୂଚନା ମିଳିଛି । ମନ୍ତ୍ରୀ ପ୍ରଣବ ପ୍ରକାଶ…
Read More...

ବାଦଶାହା କେମିତି ସାଜିଲେ ଲଭର୍ ବୟ ! ଜନ୍ମ ଦିନରେ ପ୍ରେମ କାହାଣୀ

୫୧ରେ ପାଦ ଥାପିଛନ୍ତି ବଲିଉଡର ବାଦଶାହା ଶାହରୁଖ ଖାନ୍ । ଆଜିର ଦିନରେ ଅର୍ଥାତ୍ ନଭେମ୍ବର ୨ ତାରିଖ ୧୯୬୫ରେ ଜନ୍ମ ହୋଇଥିଲେ ଶାହରୁଖ୍ । ଆଜି ବି ଅନେକ ଝିଅ ପ୍ରାଗଳ ତାଙ୍କ ପାଇଁ । କିନ୍ତୁ ଶାହରୁଖ୍ ଗତ ୩୨ ବର୍ଷ ହେବ କେବଳ ଜଣଙ୍କ ପାଇଁ ପାଗଳ, ସେ ହେଉଛନ୍ତି ଗୌରୀ ଖାନ୍ । ତେବେ କିଙ୍ଗ୍…
Read More...

‘ଟ୍ୟୁବଲାଇଟ୍’ରେ ଏକାଠି ସ୍କ୍ରିନ୍ ସେୟାର କରିବେ ସଲମାନ ଓ ଶାହାରୁଖ

ବି-ଟାଉନରେ ଏବେ ଏକ ଦମଦାର ଖବରକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।  ଆସନ୍ତା ବର୍ଷ ବଡ଼ ପରାଦାକୁ ଆସିବ ସଲମାନଙ୍କ ପ୍ରଯୋଜିତ ଓ କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଟ୍ୟୁବଲାଇଟ୍’। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ଫିଲ୍ମରେ କିଙ୍ଗ ଖାନ୍ ଶାହାରୁଖବି ନଜର ଆସିବେ । ସେ ଏଥିରେ…
Read More...

୧୩ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ ! କମଲ ହାସନଙ୍କ ଠାରୁ ଅଲଗା ହେବେ ଗୌତମୀ

ବିବାହ ନକରି ଦୀର୍ଘ ୧୩ ବର୍ଷ ଧରି ଏକାଠି ରହୁଥିବା ସୁପର୍‌ଷ୍ଟାର କମଲ ହସନ୍‌ ଏବଂ ଅଭିନେତ୍ରୀ ଗୌତମୀ ଏବେ ଅଲଗା ହେବାକୁ ଯାଉଛନ୍ତି । ଆଜି ଏ ସଂପର୍କରେ ଗୌତମୀ ଘୋଷଣା କରିଛନ୍ତି ଏବଂ ଏହା ତାଙ୍କ ଜୀବନର ସବୁଠାରୁ କଠୋର ଓ ଦୁଃଖଦ ନିଷ୍ପତ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏହି ପଦକ୍ଷେପ ମତେ…
Read More...

ସଫଳତା ଆଗେ ଆଗେ ବିବାଦ ପଛେ ପଛେ ! ଐଶ୍ୱର୍ଯ୍ୟାଙ୍କ କଂଟ୍ରୋଭର୍ସି କ୍ୟାଲେଣ୍ଡର୍

୪୩ ବର୍ଷରେ ପାଦ ରଖିଛନ୍ତି ବଲିଉଡ୍ ବିୟୁଟି କୁଇନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ  । ୧୯୭୩ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଐଶ୍ୱର୍ଯ୍ୟା । ୧୯୯୪ ମସିହାରେ ମିସ୍ ୱାଲ୍ଡର ଟାଇଟଲ୍ ହାସଲ କରିଥିବା ଐଶ୍ୱର୍ଯ୍ୟା ହମ୍ ଦିଲ ଦେ ଚୁକେ ସନମ୍ , ଦେବଦାସ୍ , ଜୋଦ୍ଧା ଆକବର ଭଳି ଫିଲ୍ମରେ ଅଭିନୟ…
Read More...

‘ବେଣ୍ଡିଟ୍ କୁଇନ୍’ର ନ୍ୟୁଡ୍ ସିନ୍ ପରେ ସାରା ରାତି କାନ୍ଦିଥିଲେ ସୀମା ବିଶ୍ୱାସ

ବଲିଉଡର ବର୍ଷିୟାନ୍ ଅଭିନେତ୍ରୀ ସୀମା ବିଶ୍ୱାସ । ନିଜର ଫିଲ୍ମ କ୍ୟାରିୟରରେ ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଫିଲ୍ମ ‘ବେଣ୍ଡିଟ୍ କୁଇନ୍’ର ଦମଦାର ଅଭିନୟ ହିଁ ଦେଇଥିଲା । ତେବେ ନ୍ୟୁଡ୍ ସିନ୍ ପାଇଁ କେବଳ ଫିଲ୍ମଟି ବିବାଦରେ ନଥିଲା ବରଂ ସୀମାଙ୍କୁ…
Read More...

୧୯୬୦ ଦଶକରେ ମୁଁ ଜନ୍ମ ହୋଇଥା’ନ୍ତି କି : ଆମିର ଖାନ୍

ବଲିଉଡ ଅଭିନେତା ଆମିର ଖାନ୍ । ଅନେକ ଚିତ୍ର ଓ ଚରିତ୍ରର ସଫଳ ନାୟକ । ଏବେ ନିଜ ମନର ଆଶାକୁ ବ୍ୟକ୍ତ କରିଛନ୍ତି । ସିନେମାର ୬୦ ଦଶକକୁ ଖୁବ୍ ତାରିଖ କରିଛନ୍ତି । କହିଛନ୍ତି – “ମୁଁ ୬୦ ଦଶକରେ ଜନ୍ମ ହୋଇଥା’ନ୍ତି କି ” ।  ସେହି ସମୟ ଥିଲା ସିନେମାର ସ୍ୱର୍ଣ୍ଣିମ ଅଧ୍ୟାୟ । କେ.ଆସିକ୍ ଓ…
Read More...

ନିଜ ବୟଫ୍ରେଣ୍ଡଙ୍କୁ ବିବାହ କଲେ ଅଭିନେତ୍ରୀ ଲିସା ହେଡେନ୍

ଅଭିନେତ୍ରୀ–ମଡେଲ ଲିସା ହେଡେନ୍ ଗତ ୨୯ ଅକ୍ଟୋବରରେ ଫୁକେତ, ଥାଇଲ୍ୟାଣ୍ଡର ଅମନପୁରି ବିଚ୍ ରିସର୍ଟରେ ନିଜ ବୟଫ୍ରେଣ୍ଡ ଡିନୋ ଲାଲବାନୀଙ୍କୁ ବିବାହ କରିଛନ୍ତି । ଲିସା ପାଖାପାଖି ଗୋଟେ ବର୍ଷ ହେଲା ବ୍ରିଟେନର ବ୍ୟବସାୟୀ ଡିନୋଙ୍କୁ ଡେଟିଂ କରୁଥିଲେ । ଡିନୋ ହେଉଛନ୍ତି ପାକିସ୍ତାନରେ ଜନ୍ମିତ…
Read More...

‘କଫି ଉଇଥି କରଣ ୫’ରେ ଅତିଥି ଶାହାରୁଖ-ଆଲିଆ

ନିର୍ଦେଶକ କରଣ ଜୋହରଙ୍କ ଟକ୍ ସୋ’ ‘କଫି ଉଇଥି ଟକ୍ ସୋ ’ ସିଜିନ ୫ର ଦୁଇଟି ଟ୍ରେଲର ରିଲିଜ ହୋଇଛି । ଏହି ସୋ’ର ପ୍ରଥମ ଅତିଥି ଭାବେ ଶାହାରୁଖ ଖାନ୍ ଓ ଆଲିଆ ଭଟ୍ଟ ନଜର ଆସିଛନ୍ତି । ଗୋଟିଏ ଟ୍ରେଲରରେ କରଣ ଶାହାରୁଖଙ୍କୁ ପଚାରୁଛନ୍ତି ଆଲିଆ କାହାକୁ ଡେଟିଂ କରନ୍ତି ? ଶାହାରୁଖ କଣ ନିଜ ଝିଅକୁ…
Read More...

ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ତୁମବିନ ୨’ ର ନୂଆ ଟ୍ରେଲର୍

ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ତୁମବିନ ୨’ ର ନୂଆ ଟ୍ରେଲର୍ । ଟ୍ରେଲରରେ ରହିଛି ପ୍ରେମ ସହ ବିଚ୍ଛେଦର କାହାଣୀ । ଫିଲ୍ମଟି ହେଉଛି ୨୦୦୧ରେ ଆସିଥିବା ମୁଭି ‘ତୁମବିନ’ର ସିକ୍ୱେଲ । ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା , ଆଦିତ୍ୟ ସିଲ୍ ଓ ଆସିମ ଗୁଲାତି । ଏକ…
Read More...