୧୯୬୦ ଦଶକରେ ମୁଁ ଜନ୍ମ ହୋଇଥା’ନ୍ତି କି : ଆମିର ଖାନ୍

54

ବଲିଉଡ ଅଭିନେତା ଆମିର ଖାନ୍ । ଅନେକ ଚିତ୍ର ଓ ଚରିତ୍ରର ସଫଳ ନାୟକ । ଏବେ ନିଜ ମନର ଆଶାକୁ ବ୍ୟକ୍ତ କରିଛନ୍ତି । ସିନେମାର ୬୦ ଦଶକକୁ ଖୁବ୍ ତାରିଖ କରିଛନ୍ତି । କହିଛନ୍ତି – “ମୁଁ ୬୦ ଦଶକରେ ଜନ୍ମ ହୋଇଥା’ନ୍ତି କି ” ।  ସେହି ସମୟ ଥିଲା ସିନେମାର ସ୍ୱର୍ଣ୍ଣିମ ଅଧ୍ୟାୟ ।

କେ.ଆସିକ୍ ଓ ଗୁରୁଦତ୍ତଙ୍କ ପରି ଲୋକ ଦେଶର ସ୍ୱାଧିନତାର ଧାଁ ଦୈାଡ ଭିତରେ ବଢିଛନ୍ତି । ଆଉ ସେ ସମୟର ସିନେମା କାହାଣୀ ଥିଲା ପ୍ରକୃତ ସାମାଜିକ ଚଳନୀର କାହାଣୀ । ଆଜି ବି ଲୋକ କିଛି ଅଲଗା କାହାଣୀ ନେଇ ଆସୁଛନ୍ତି ।