Browsing Category

ମନୋରଞ୍ଜନ

‘ନ୍ୟୁକ୍ଲିୟର୍’ ତିଆରି କରିବେ ରାମ୍ ଗୋପାଲ୍ : ୩୪୦ କୋଟି ବ୍ୟୟରେ ରାମୁଙ୍କ ପ୍ରଥମ ଅନ୍ତର୍ଜାତୀୟ ସିନେମା

ରାମ ଗୋପାଲ ବର୍ମା ଜଣେ ସଫଳ ନିର୍ଦେଶକ ଭାବେ ବେଶ୍ ଜଣାଶୁଣା । ବଲିଉଡରେ ନିଜର କାୟା ବିସ୍ତାର କରି ସାରିବା ପରେ ରାମ୍ ଗୋପାଲ୍ ଏବେ ନିଜର ପ୍ରଥମ ଅନ୍ତର୍ଜାତୀୟ ସିନେମାର ନାଁ ଘୋଷଣା କରିଛନ୍ତି । ଯାହାର ଟାଇଟଲ୍ ରହିଛି ‘ନ୍ୟୁକ୍ଲିୟର୍’ । ଏହି ଫିଲ୍ମର ବଜେଟ୍ ରହିିଛି ୩୪୦ କୋଟି, ଯାହା…
Read More...

ସେନା କ୍ୟାମ୍ପରେ ଅକ୍ଷୟ କୁମାର ! ବେସ୍ କ୍ୟାମ୍ପରେ ପହଂଚି ସହିଦଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସେନା କ୍ୟାମ୍ପରେ ଅକ୍ଷୟ କୁମାର । ଜମ୍ମୁ ଓ କଶ୍ମୀରରେ ଥିବା ସେନାର ବେସ୍ କ୍ୟାମ୍ପରେ ପହଂଚି ବଲିଉଡ ଅଭିନେତା ଅକ୍ଷୟ କୁମାର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଓ ବିଭିନ୍ନ ଏନକାଉଂଟରରେ ସହିତ ହୋଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି…
Read More...

ଫିଲ୍ମର କ୍ଲାଇମେକ୍ସ ହେଲା ଜୀବନର କ୍ଲାଇମେକ୍ସ : ସୁଟିଂ ବେଳେ ଷ୍ଟଣ୍ଟ୍ ସିନ୍ ନେଲା ୨ ଜୀବନ

ଫିଲ୍ମର କ୍ଲାଇମେକ୍ସ ବଦଳରେ ହେଲା ଜୀବନର କ୍ଲାଇମେକ୍ସ । କନ୍ନଡ ଫିଲ୍ମ ମାସ୍ତିଗୁଡ଼ିର ସୁଟିଂ ବେଳେ ଘଟିଛି ଦୁର୍ଘଟଣା । ଯେଉଁଥରେ ୨ ଜଣ ଷ୍ଟଣ୍ଟ ମ୍ୟାନ୍ ତଥା ଅଭିନେତାଙ୍କ ମୃତ୍ୟୁ ହୋଇଛି । ବିନା ଲାଇଭ୍ ଜାକେଟ୍ ପିନ୍ଧି ହେଲିକେପ୍ଟର ଉପରୁ ଡେଇଁବା ଯୋଗୁଁ ଦୁଇ କଳାକାରଙ୍କ ମୁତ୍ୟୁ ହୋଇଥିବା…
Read More...

୬୨ ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ଅଭିନେତା କମଲ ହାସନ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା କମଲ ହାସନଙ୍କର ଆଜି ଜନ୍ମଦିନ । ତାଙ୍କ ଅଭିନୟ ଦକ୍ଷତାକୁ ଯେତେ ତାରିଫ କଲେ ସେତେ କମ ହେବ । ମାତ୍ର ୩ ବର୍ଷ ବୟସରୁ ସେ ଏକ ତାମିଲ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିଲେ ।  କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ ତା ନୁହଁ, ବଲିଉଡରେ ମଧ୍ୟ ସେ…
Read More...

ଝିଅ ଅଭିନେତ୍ରୀ ହେଉ ଚାହାଁନ୍ତିନି ଶାହିଦ୍

ଅଭିନେତା ଶାହିଦ କପୁର ବଲିଉଡର ଜଣେ ଟ୍ୟାଲେଟେଂଡ ଆକ୍ଟର । ହେଲେ ସେ ଚାହାଁନ୍ତି ନାହିଁ ତାଙ୍କ ଝିଅ ଜଣେ ଅଭିନେତ୍ରୀ ହେଉ । ଯଦି ସେ ବଡ ହୋଇ ତାଙ୍କୁ ଆସି କହିବ ମୁଁ ଅଭିନୟ କରିବି । ଏହା ଶାହିଦଙ୍କ ପାଇଁ ଏକ ଡର ବୋଲି ଶାହିଦ କହିଛନ୍ତି । ଶାହିଦ ଏଥିପାଇଁ ନାପସନ୍ଦ କରିଛନ୍ତି । ତାର କାରଣ…
Read More...

‘ବାହୁବଲୀ ୩’ରେ ଅଭିନୟ ପାଇଁ ସବୁକିଛି ଛାଡି ଦେବି : ଅଭିନେତ୍ରୀ କାଜଲ ଅଗ୍ରୱାଲ୍

ଫିଲ୍ମ ‘ବାହୁବଲୀ ’ସିରିଜରେ ଖୁବ୍ ଉତ୍ସାହିତ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଯଦି ‘ବାହୁବଲୀ ୩’ କେବେ ତିଆରି ହୁଏ । ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ ଏଥିପାଇଁ ତାଙ୍କୁ ଅଭିନୟ ପାଇଁ ସୁଯୋଗ ଦିଅନ୍ତି । ସେ ଏହାକୁ ହାତଛଡା କରିବେ ନାହିଁ । ଏଥିପାଇଁ ସବୁକିଛି ଛାଡି ଦେବାକୁ ପ୍ରସ୍ତୁତ ବୋଲି…
Read More...

ହିଲାରୀଙ୍କê ଟ୍ୱିଟରରେ ଶୁଭକାମନା ଦେଲେ ସଲମାନ 

ଅଭିନେତା ସଲମାନ ଖାନ ଟ୍ୱିଟକୁ ନେଇ ଖାସ୍ ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟିକ ସଭ୍ୟ ପ୍ରାର୍ଥୀ ହିଲାରୀ କ୍ଲିଂଟନଙ୍କ ପାଇଁ ଟ୍ୱିଟରରେ ଦେଇଛନ୍ତି ଶୁଭକାମନା । ‘ ଆଶା କରୁଛୁ ଆପଣ ଜିତିବେ ’ । ଈଶ୍ୱର ଆପଣକୁ ସମ୍ବିଧାନ ଓ ମାନବିକ ମୂଲ୍ୟଗୁଡିକୁ ପାଳନ ପାଇଁ ଶକ୍ତି…
Read More...

ରଣବୀର ସିଂହ ଜଣେ ଭଲ ଅଭିନେତା : ଅର୍ଜୁନ ରାମପାଲ

ଅଭିନେତା ଅର୍ଜୁନ ରାମପାଲ ଏବେ ଖୁବ୍ ପ୍ରଶଂସା କରିଛନ୍ତି ରଣବୀର ସିଂହଙ୍କୁ । ଯୁବ ଅଭିନେତାଙ୍କ ମଧ୍ୟରେ ରଣବୀର ଦେଖିବାକୁ ବହୁତ ଭଲ ଲାଗନ୍ତି । ସେ ଜଣେ ମଜାଦାର ଓ ଭଲ ଅଭିନେତା ବୋଲି କହିଛନ୍ତି ଏହି ଟ୍ୟାଲେଟେଂଡ ଆକ୍ଟର ଅର୍ଜୁନ । ଅର୍ଜୁନ ଆହୁରି ମଧ୍ୟ କହିଛନ୍ତି ଆଲିଆ ଭଟ୍ଟ ,ଶ୍ରଦ୍ଧା…
Read More...

ସ୍ୱିଜରଲ୍ୟାଣ୍ଡ ପର୍ଯ୍ୟଟନ ଅଭିଯାନର ଆମ୍ବାସାଡର ହେଲେ ରଣବୀର

ସ୍ୱିଜରଲ୍ୟାଣ୍ଡର ପର୍ଯ୍ୟଟନ ଅଭିଯାନ ‘ନେଚର ୱାଂଟ୍ସ ୟୁ ବ୍ୟାକ୍’ର ପ୍ରଥମ ଭାରତୀୟ ଆମ୍ବାସାଡର ହୋଇଛନ୍ତି ଅଭିନେତା ରଣବୀର ସିଂହ । ନିକଟରେ ତିନି ମାସ ସ୍ୱିଜରଲ୍ୟାଣ୍ଡରେ ରହି ଫେରିଛନ୍ତି ରଣବୀର ସିଂହ ଏବଂ ଏହାକୁ ନେଇ ରଣବୀର ବହୁତ ଖୁସି ବୋଲି କହିଛନ୍ତି ଓ ସ୍ୱିଜରଲ୍ୟାଣ୍ଡ ଯିବା ପାଇଁ…
Read More...

‘ ଟୟଲେଟ : ଏକ ପ୍ରେମକଥା’ର ସୁଟିଂ ଆରମ୍ଭ କରିଛନ୍ତି ଅକ୍ଷୟ କୁମାର

ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କର ଅଗାମୀ ହାସ୍ୟାରସାତ୍ମକ ଫିଲ୍ମ ‘ ଟୟଲେଟ : ଏକ ପ୍ରେମକଥା ' ର ସୁଟିଂ ପାଇଁ ପହଞ୍ଚିଛନ୍ତି ସେଟରେ । ଅକ୍ଷୟ ସୁଟିଂର ପ୍ରଥମ ଦିନର ଫଟୋକୁ ଶେୟାର କରିଛନ୍ତି ଟ୍ୱିଟରରେ । ଆସନ୍ତା ବର୍ଷ ଫେବୃୟାରୀରେ ଫ୍ଲୋରକୁ ଆସିବ ଏହି ଫିଲ୍ମ । ଏହି ଫିଲ୍ମ ପାଇଁ…
Read More...