Browsing Category

ମନୋରଞ୍ଜନ

ଅନୁଷ୍କା ହେଲେ ଫିମେଲ ବ୍ରାଣ୍ଡ ଆମ୍ବାସେଡର ! ସ୍ୱଚ୍ଛଭାରତ ଅଭିଯାନର କରିବେ ପ୍ରଚାର

ସ୍ୱଛ ଭାରତ ଅଭିଯାନରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ । ଫିମେଲ ବ୍ରାଣ୍ଡ ଆମ୍ବାସେଡର ହେଲେ ଅନୁଷ୍କା । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା କ୍ୟାମ୍ପେନରେ ଅନୁଷ୍କା ଯୋଗ ଦେଇ ସ୍ୱଚ୍ଛଭାରତ ଅଭିଯାନ ପାଇଁ ପ୍ରଚାର କରିବେ । ତେବେ କେନ୍ଦ୍ର ସରକାରଙ୍କ ଏହି ସଚେତନାମୂଳକ ଅଭିଯାନରେ ସାମିଲ…
Read More...

ମୁମ୍ବାଇ ଫ୍ୟାଶନ ୱିକର ଶୋ’ ଷ୍ଟପର ହେବେ ଲୁଲିଆ !

ରାମ୍ପକୁ ଓହ୍ଳାଇବେ ରୋମାନିଆ ମଡେଲ ତଥା ସଲମାନ ଖାନଙ୍କ କଥିତ ପ୍ରେମିକା ଲୁଲିଆ ବଂତୁର । ମୁମ୍ବାଇ ଫ୍ୟାଶନ ୱିକରେ ଲୁଲିଆ ଶୋ ଷ୍ଟପର ହେବେ ବୋଲି ଏକ ସୂତ୍ରରୁ ଜଣାପଡିଛି । ତେବେ ଏଥରକ ବି ଲୁଲିଆଙ୍କ ପାଇଁ ଗଡଫାଦର ହୋଇଛନ୍ତି ବଲିଉଡ ସୁଲତାନ ସଲମାନ । ସଲମାନ ସିଫାରିଶ କରିବା ପରେ…
Read More...

ପରଦାକୁ ଆସୁଛି ସିନେମା ‘ଟ୍ୟୁବଲାଇଟ’ ! ଯାଦୁଗର ଭୂମିକାରେ ନଜର ଆସିବେ ଶାହାରୁଖ

ବାଦଶାହା ଖାନ ଶାହାରୁଖ ହେବେ ଯାଦୁଗର । ସଲମାନ ଖାନଙ୍କ ଅଭିନୀତି ସିନେମା ‘ଟ୍ୟୁବଲାଇଟ’ରେ ଶାହାରୁଖ ଯାଦୁଗର ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ସଲମାନଙ୍କ ପ୍ରଡକ୍ସନ ହାଉସରୁ ଟୁଇଟ ମାଧ୍ୟମରେ ଜଣାଯାଇଛି । ତେବେ ପୂର୍ବରୁ ଶାହାରୁଖ ‘ଟ୍ୟୁବଲାଇଟ’ ସେଟରେ ପହଁଚି…
Read More...

ଗୋଲମାଲ ୪ରେ ତବୁ ! ରୋହିତ ସେଠୀଙ୍କ ନିର୍ଦ୍ଦେଶିତ ସିନେମାରେ ନଜର ଆସିବେ ତବୁ

ଗୋଲମାଲ ସିରିଜରେ ନଜର ଆସିବେ ଅଭିନେତ୍ରୀ ତବୁ । ତାଜା ଖବର ଅନୁସାରେ ନିର୍ଦ୍ଦେଶକ ରୋହିତ ସେଠୀ ତବୁଙ୍କୁ ‘ଗୋଲମାଲ ଫୋର’ ପାଇଁ ସାଇନ କରେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ସିନେମାରେ ତବୁଙ୍କ କମିକ ରୋଲରେ ଅଭିନୟ ରହିବ । ଗୋଟେ ବର୍ଷ ପୂର୍ବରୁ ତବୁଙ୍କ ଏହି ଅଫର ଦେଇଥିଲେ ରୋହିତ…
Read More...

କ୍ୟାଟ୍ରିନା କୈଫଙ୍କୁ ମାତ୍ ଦେଲେ ଦୀପିକା ! ହଲିଉଡ ବିଜ୍ଞାପନର ଆମ୍ବାସାଡର ହେବେ ଦୀପିକା

ସିନେମା ପରେ ଏବେ ହଲିଉଡ ବିଜ୍ଞାପନରେ କ୍ୟାଟ୍ରିନା କୈଫଙ୍କୁ ପଛରେ ପକାଇଲେ ଡିମ୍ପଲ ସୁନ୍ଦରୀ ଦୀପିକା ପାଦୁକୋନ । ନିକଟରେ ଏକ କସମେଟିକ ତଥା ମହିଳାଙ୍କ ପ୍ରସାଧାନ ସାମଗ୍ରୀ ଉପରେ ପର୍ଯ୍ୟବେଶିତ ବିଜ୍ଞାପନର ଆମ୍ବାସାଡର ପାଇଁ ପ୍ରଥମେ କ୍ୟାଟ୍ରିନାଙ୍କ ନାଁ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ…
Read More...

ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଇବେନି ହ୍ରିତିକ !

ସିନେମା ‘କ୍ରିସ ଫୋର’ର ନିର୍ଦ୍ଦେଶନା ଦେବେ ହ୍ରିତିକ ରୋଶନ । ନିକଟରେ ଶୁଣିବାକୁ ମିଳୁଥିବା ଏହି ଖବରରେ ଏବେ ପଡିଛି ପୂର୍ଣ୍ଣଛେଦ । କାରଣ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଲଗାଇଛନ୍ତି ବାପା ରାକେଶ ରୋଶନ । ହ୍ରିତିକ ନିର୍ଦ୍ଦେଶନା ମଇଦାନକୁ ଓହ୍ଲାଇବେନି ବଂର ନିଜର ଅଭିନୟ ଜାରି ରଖିବେ ବୋଲି…
Read More...

ଛାଡପତ୍ର ଆବେଦନ କଲେ ଲୋକପ୍ରିୟ ଗାୟକ ବିଶାଲ ଡଡଲାନୀ !

ଲୋକପ୍ରିୟ ଗାୟକ ତଥା ଅନେକ ସୁପରହିଟ ସିନେମାରେ ସଙ୍ଗୀତ ଦେଇଥିବା ବିଶାଲ ଡଡଲାନୀ ସ୍ତ୍ରୀ ପିୟାଲୀ କପୁରଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ବିଶାଲ ଓ ପିୟାଲୀ ବହୁତ ବର୍ଷ ହେଲା ଅଲଗା ରହୁଥିଲେ । ଏନେଇ ବିଶାଲ କହିଛନ୍ତି ଉଭୟେ ଅଲଗା ହେବା ପରେ ବହୁତ ଭଲ ବନ୍ଧୁ…
Read More...

ସ୍ୱାମୀଙ୍କ ସହ ବାଥଟବରେ ସନ୍ନି ଲିଓନି ! ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କଲେ ଫଟୋ

ପର୍ଣ୍ଣ ଜଗତ ଛାଡି ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ ଚର୍ଚ୍ଚାରେ । ନିକଟରରେ ରିଲିଜ ହୋଇଛି ଶାହାରୁଖ ଖାନଙ୍କ ସିନେମା ‘ରଇସ’ । ଏହି ସିନେମାରେ ସନ୍ନିଙ୍କ ଆଇଟମ ନମ୍ବର ‘ଲୈଲା ଓ ଲୈଲା’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସନ୍ନି ଲିଓନି ନିଜର ଇନଷ୍ଟାଗ୍ରାମ…
Read More...

ପରଦାକୁ ଆସିଲା ସିନେମା “ବଦ୍ରୀନାଥ କୀ ଦୁହ୍ଲନିଆ’ର ଟିଜର

ବରୁଣ ଧାୱନ ଓ ଆଲିୟା ଭଟ୍ଟଙ୍କୁ ନେଇ ନିର୍ମାଣ ଚାଲିଥିବା ସିନେମା "ବଦ୍ରୀନାଥ କୀ ଦୁହ୍ଲନିଆ'ର ଟିଜର ରିଲିଜ ହୋଇଛି । ଏଥିରେ ବରୁଣଙ୍କ ଫଟୋ ପୋଜ ଦେବାର ଦୃଶ୍ୟ ଦେଖିବାକୁ ମିଳିଛି । ଫଟୋଗ୍ରାଫରର ମନ ମୁତାବକ ଫଟୋ ପୋଜ ଦେବାକୁ ବରୁଣଙ୍କୁ ରାଜି କରାଉଥିବା ଦୃଶ୍ୟ ଏହି ଟିଜରରେ ଦେଖିବାକୁ…
Read More...

ହାର ମାନିଲେ ସଂଜୟ ଲୀଲା ଭନସାଲୀ! ‘ପଦ୍ମାବତୀ’କୁ ନେଇ କରଣୀ ସେନା ସହିତ କଲେ ବୁଝାମଣା

ସିନେମା ‘ପଦ୍ମାବତୀ’କୁ ନେଇ ରାଜପୁତଙ୍କ ଆଗରେ ହାର ମାନିଲେ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ । ଆଜି ଜୟପୁରରରେ ଭନସାଲୀ ପ୍ରଡକ୍ସନ ତରଫରୁ କମ୍ପାନୀର ସିଇଓ ଶୋଭା ସନ୍ତ କରଣୀ ସେନାର ନେତାଙ୍କ ସହ ପ୍ରେସ କନଫରେନ୍ସ କରିଛନ୍ତି । ଭନସାଲୀ ପ୍ରଡକ୍ସନ ରାଜପୁତ ସମାଜକୁ ଭରସା ଦେଇଛି ଯେ…
Read More...