ଗୋଲମାଲ ୪ରେ ତବୁ ! ରୋହିତ ସେଠୀଙ୍କ ନିର୍ଦ୍ଦେଶିତ ସିନେମାରେ ନଜର ଆସିବେ ତବୁ

25

ଗୋଲମାଲ ସିରିଜରେ ନଜର ଆସିବେ ଅଭିନେତ୍ରୀ ତବୁ । ତାଜା ଖବର ଅନୁସାରେ ନିର୍ଦ୍ଦେଶକ ରୋହିତ ସେଠୀ ତବୁଙ୍କୁ ‘ଗୋଲମାଲ ଫୋର’ ପାଇଁ ସାଇନ କରେଇଛନ୍ତି ବୋଲି ଶୁଣିବାକୁ ମିଳିଛି ।

ତେବେ ସିନେମାରେ ତବୁଙ୍କ କମିକ ରୋଲରେ ଅଭିନୟ ରହିବ । ଗୋଟେ ବର୍ଷ ପୂର୍ବରୁ ତବୁଙ୍କ ଏହି ଅଫର ଦେଇଥିଲେ ରୋହିତ ବର୍ଷେ ଅପେକ୍ଷା କରେଇବା ପରେ ଏବେ ଅଫରରେ ହଁ ମାରିଛନ୍ତି ତବୁ ।