ବୋଲଗଡ଼ରେ ପୂଜକଙ୍କୁ ନୃଶଂସ ହତ୍ୟା

27

ବୋଲଗଡ଼: ବୋଲଗଡ଼ରେ ଚାଂଚଲ୍ୟକର ହତ୍ୟାକାଣ୍ଡ । ସାଲତରା ମନ୍ଦିର ପୂଜକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି । ରାସ୍ତାକଡ଼ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ହତ୍ୟାକାଣ୍ଡ ଗେଡିଆ ପଲ୍ଲୀ ଅଂଚଳରେ ହଇଚଇ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୁଲିସ ପହଁଚି ତନାଘନା ଆରମ୍ଭ କରିଛି ।