ଭବାନୀପାଟଣା : ତେନ୍ତୁଳିଖୁଂଟି ଏନ୍ଏଚ ୨୬ରେ ବାଇକକୁ ଧକ୍କା ଦେଇଛି ଟ୍ରକ, ଘଟଣାସ୍ଥଳରେ ବାଇକ ଆରୋହୀ

24

କନକ ବ୍ୟୁରୋ : ଭାବନୀପାଟଣାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଦର ଥାନା ତେନ୍ତୁଳିଖୁଂଟି ଏନ୍ଏଚ ୨୬ରେ ବାଇକକୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଟ୍ରକ ତଳେ ଚାପି ହୋଇ ଯିବାର ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି ।