ଲଗାଣ ବର୍ଷାରେ ବେହାଲ ହୋଇଛି ଟ୍ୱିନ ସିଟି

16

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଲଗାଣ ବର୍ଷାରେ ବେହାଲ ହୋଇଛି ଟ୍ୱିନ ସିଟି । ଯୁଆଡେ ଚାହିଁଲେ ଆଣ୍ଠୁଏ ପାଣି । ସ୍ଥିତି ପୁରା ସଙ୍ଗୀନ । ଦେଶର ନମ୍ବର ୱାନ ସହର ହୋଇଛି ରାଜଧାନୀ ଭୁବନେଶ୍ୱର । ହେଲେ ଅସରାଏ ବର୍ଷାରେ ଏ ହେଉଛି ସ୍ମାର୍ଟ ସିଟିର ଅବସ୍ଥା । ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଚିତ୍ର ଦେଖନ୍ତୁ ଏହି ଭିଡିଓରେ :