ଜମୁଛି ବରଗଡ ଧନୁଯାତ୍ରା : ମଥୁରା ନଗରୀରେ ଚାଲିଛି କଂସ ରାଜ

25

ବରଗଡ : ଧନୁଯାତ୍ରାର ଆଜି ତୃତୀୟ ଦିନ । ବିଶ୍ୱର ଏହି ସର୍ବବୃହତ୍ ମୁକ୍ତ ରଙ୍ଗମଂଚରେ ଅଭିନୟ ଦେଖିବାକୁ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଛନ୍ତି । ବରଗଡ ସହର ଏବେ ମଥୁରା ନଗରୀ ପାଳଟିଛି । ଶୂନ୍ୟବାଣୀ ଶୁଣିବା ପରେ କଂସ,  ବାସୁଦେବ ଓ ଦେବକୀଙ୍କୁ ବନ୍ଦି କରି ରଖିଛନ୍ତି ।ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :