ମୋଦି ସରକାରଙ୍କୁ ପ୍ରଶଂସା କଲେ ବୈଜୟନ୍ତ

24

କନକ ବ୍ୟୁରୋ : ମୋଦିଙ୍କ ନେତୃତ୍ୱକୁ ବିଜେଡି ସାଂସଦଙ୍କ ଭୁରି ଭୁରି ପ୍ରଶଂସା । ମାତ୍ର ୩ ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋଦିଙ୍କୁ ଟାର୍ଗେଟ କରିବା ପରେ ଆଜି ତାଙ୍କ ଦଳର ସାଂସଦ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଆମେରିକା ସଂସଦରେ ମୋଦିଙ୍କ ଭାଷଣ ପରେ ଯାହା ହୋଇଛି ଯାହା ୧୫ ବର୍ଷ ଧରି ହୋଇନଥିଲା । ଏ ନେଇ ସେ ଆମେରିକାରେ ଚାରିଆଡୁ ଫିଡବ୍ୟାକ୍ ପାଇଛନ୍ତି ଓ ନିଜେ ହୃଦବୋଧ କରିଛନ୍ତି ବୋଲି କହିଛନ୍ତି ।

ଏହା ସହ ଧର୍ମେନ୍ଦ୍ର ନା ନବୀନ – କିଏ ଓଡିଶାର ଭୂମିପୁତ୍ର ? ଜୋର ଧରିଲା ଆକ୍ଷେପ ଯୁଦ୍ଧ