ଜାପାନୀ ଏନସେଫାଲାଇଟିସ୍ ଆତଙ୍କ : ଆଉ ଜଣେ ଶିଶୁର ମୃତ୍ୟୁ

29

କନକ ବ୍ୟୁରୋ : ଜାପାନୀ ଏନସେଫାଲାଇଟିସ୍ ଆତଙ୍କ । ଆଉ ଜଣେ ଶିଶୁର ମୃତ୍ୟୁ । ୭ ବର୍ଷର ଶିଶୁ ରେବିକା ମାଡକାମୀ ମୃତ । ମୃତ ଶିଶୁ କଡିଆ ବ୍ଲକ କଟାଙ୍ଗ ପାଲ୍ଲି ଗାଁର । ୩୫ ଦିନରେ ଆଖି ବୁଜିନେଲି ୫୦ ଶିଶୁ