ବିଧାୟକ ଖେଳିଲେ ଦଳିତ କାର୍ଡ : ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖିଲେ ୪ ଜଣ ବିଧାୟକ

25

vlcsnap-2016-08-31-09h35m59s091କନକ ବ୍ୟୁରୋ : ବିଧାୟକ ଖେଳିଲେ ଦଳିତ କାର୍ଡ। ଏକ ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖିଛନ୍ତି ୪ ଜଣ ବିଧାୟକ। କହିଛନ୍ତି, ଦଳିତ ଓ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ଟାର୍ଗେଟ୍ କରାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦେଶକୁ ସ୍ୱାଗତ କରିଛନ୍ତି ବିଧାୟକ। ଘଟଣାର ପୃଷ୍ଠଭୂମି ଓ ଉଦ୍ଦେଶ୍ୟ ସାମ୍ନାକୁ ଆସିବା ଜରୁରୀ। ଯେଉଁ ବ୍ୟକ୍ତି ଏହି ଭିଡିଓ ସାମ୍ନାକୁ ଆଣିଛନ୍ତି ସେ ନିଜେ ସାମ୍ନାକୁ ଆସିବା ଆବଶ୍ୟକ ବୋଲି ବିଧାୟକ ମାନେ କହିଛନ୍ତି।