ଅଗଷ୍ଟ ୧୫ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପରେଡ ପ୍ରସ୍ତୁତି

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଗଷ୍ଟ ୧୫ ପାଇଁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପରେଡ ପ୍ରସ୍ତୁତି । ଆକର୍ଷଣୀୟ ହେଉଛି ବିଭିନ୍ନ ଗ୍ରୁପର ପରେଡ ଅଭ୍ୟାସ । ଡେୟାର ଡେଭିଲ ସୋ ଦେଖାଉଛନ୍ତି ଛାତ୍ରଛାତ୍ରୀ । ସ୍କୁଲ, କଲେଜ ଛାତ୍ରଛାତ୍ରୀ ପରେଡ ଅଭ୍ୟାସ କରିଛନ୍ତି । ଆକର୍ଷଣୀୟ ହେଉଛି ବିଭିନ୍ନ ଗ୍ରୁପର ପରେଡ ଅଭ୍ୟାସ ।