ନେତା ଘରେ ଅଭିନେତା ବର : ଆଜି ଅରିନ୍ଦମ-ଅନୁପାଙ୍କ ବାହାଘର

65

କନକ ବ୍ୟୁରୋ : ବାହାହେବେ ଓଲିଉଡ୍ ହ୍ୟାଣ୍ଡସମ୍ ହିରୋ ଅରିନ୍ଦମ । ଆଜି ଅରିନ୍ଦମଙ୍କ ବାହାଘର । ମନ୍ତ୍ରୀ ଘର ଜ୍ୱାଇଁ ହେବେ ଅରିନ୍ଦମ । ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପା ସାଜିବେ ତାଙ୍କ ଜୀବନ ସାଥି । ଏବେ ଦୁଇ ପରିବାରରେ ଚାଲିଛି ଗୀତ ସଂଗୀତର ମାହୋଲ ।