Browsing Category

ସ୍ପେଶାଲ୍ ରିପୋର୍ଟ

ଦେଶର କୋଟିପତି ବାରିକ ରମେଶ ବାବୁ । ପରିବାର ପାଇଁ କେବେ ପେପର ବାଣ୍ଟିଲେ , କେବେ କ୍ଷୀର ବିକିଲେ ଆଜି ୪୦୦ ଲଗଜରି କାରର…

କନକ ବ୍ୟୁରୋ: ବ୍ୟକ୍ତିର ଆରମ୍ଭ ଯେଉଁଠୁ ହେଉନା କାହିଁକି କିନ୍ତୁ ନିଜ ଉପରେ ଗଭୀର ବିଶ୍ୱାସ ଥିଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ନୁହେଁ । କିଛି ଏଭଳି କାହାଣୀ ବେଙ୍ଗାଲୁରୁର କୋଟିପତି ବାରିକ ଭାବେ ଜଣାଣୁଣା ରମେଶ ବାବୁଙ୍କର, ଯାହାଙ୍କ ଜୀବନ ସଂଘର୍ଷ ପ୍ରତି ବ୍ୟକ୍ତି ପାଇଁ ଏକ…
Read More...

ଶାହାରୁଖଙ୍କ ପ୍ରିୟ ହୋଇଗଲେ ଓଡିଆ ପୁଅ । ଯୱାନ ପୋଷ୍ଟର ପେଣ୍ଟିଙ୍ଗ କରି ପପୁଲାର ହୋଇଗଲେ ରାହୁଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ମାଟିର ପୁଅ ରାହୁଲ ପାତ୍ରଙ୍କ କଥା । ଚିତ୍ର ଆଙ୍କିବାର ନିଶା ଆଜି ତାଙ୍କୁ ପୁରା ଦେଶରେ କରିଦେଇଛି ପପୁଲାର । ଶାହାରୁଖ ଖାନଙ୍କ ଅଭୀନିତ ଜୱାନ ଫିଲ୍ମର ୧୦ ମିଟର ଉଚ୍ଚ ପୋଷ୍ଟର ଆଙ୍କି ଖୋଦ୍ ଶାଖାରୁଖଙ୍କ ଅତି ପ୍ରିୟ ବନିଯାଇଛନ୍ତି ।…
Read More...

ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି…

କନକ ବ୍ୟୁରୋ: ଖଟିଆ ଉପରେ ଖେଳିପାରୁନଥିବା ରୋଗୀଣା ପୁଅ, କୋଳରେ ମୁଣ୍ଡକୁ ରଖି ଆଉଁସି ଦେଇ କାନ୍ଦି ପକାଉଛି ମା’ । ପାଦକୁ ଘସିମୋଡ଼ି ଦେଇ ଭାଇ ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛି ହତଭାଗୀ ଭଉଣୀ । କେଜାଣି ହସିଲା ସଂସାର ଉପରେ କାହାର ନଜର ଲାଗିଲା!! ସ୍ୱାମୀ ଆର ପାରିକୁ ଚାଲିଗଲା ପରେ…
Read More...

ଏଇଠି ଆତ୍ମଗୋପନ କରିଥିଲେ ମହାପ୍ରଭୁ ଆଜି ଭଙ୍ଗା  ଆଜବେଷ୍ଟସ୍ ଘରେ ପାଉଛନ୍ତି ପୂଜା । ପଡୁନି ପ୍ରଶାସନର ନଜର

କନକ ବ୍ୟୁରୋ: ରହସ୍ୟମୟ ଶ୍ରୀଜଗନ୍ନାଥ ସବୁବେଳେ ଭକ୍ତର । ଭକ୍ତ ପାଇଁ ସେ କେତେବେଳେ ବଣପାହାଡ ଭିତରୁ ଯାଇ ଶ୍ରୀମନ୍ଦିରରେ ବିଜେ ହୁଅନ୍ତି ତ,  ଆଉ କେତେବେଳେ ଶ୍ରୀମନ୍ଦିରରୁ ବାହାରି କେଉଁ ଅଗନାଅଗନି ବଣ ଭିତରେ ଆତ୍ମଗୋପନ କରନ୍ତି । ଆଉ ବଣର ଫଳମୂଳ ଖାଇ ଭକ୍ତର ନୈବେଦ୍ୟ ଗ୍ରହଣ କରନ୍ତି ।…
Read More...

ଆପଣ ବି ଆସନ୍ତୁ…ଖାଇବା ସହ ମନୋରଞ୍ଜନର ଖୋରାକ ପାଆନ୍ତୁ: ଆପଣଙ୍କ ଅପେକ୍ଷାରେ ରାୟଗଡାର ରୋବଟ୍ ରେଷ୍ଟୁରାଣ୍ଟ

କନକ ବ୍ୟୁରୋ: ଅରେ ବାଃ ମଜା ଆସିଯିବ । ଖାଦ୍ୟକୁ ଖାଦ୍ୟ ଖାଇବେ ଆଉ ଏଣ୍ଟରଟେନମେଣ୍ଟ ବି କରିବେ । କାରଣ ଏହି ରେଷ୍ଟୁରାଣ୍ଟରେ ଆପଣଙ୍କୁ ଗରମାଗରମ ସୁସ୍ୱାଦୁଖାଦ୍ୟ ପରଷିଦେବ ଲେଡି ରୋବଟ୍ । ଗ୍ରାହକଙ୍କୁ ସ୍ୱାଗତ ଜଣାଇବା ସହ ଅର୍ଡର କରିଥିବା ଖାଦ୍ୟ ବା ପାନୀୟକୁ ଆପଣଙ୍କ ପାଖରେ ଆସି ହାଜର…
Read More...

ଦ୍ୱାଦଶ ଫେଲ୍ ପରେ ବି ମାନିନଥିଲେ ହାର୍ । ସିଙ୍ଘମ୍ IPSଙ୍କ ଉପରେ ଆସୁଛି ସିନେମା ।

କନକ ବ୍ୟୁରୋ: ଆଇପିଏସ୍-ଆଇଏଏସଙ୍କ ସଫଳତା କାହାଣୀ ଜାଣିବାକୁ ଯୁବପୀଢ଼ି ସବୁବେଳେ ଆଗ୍ରହୀ ଥାଆନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇପିଏସଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଫିଲ୍ମ 12TH Fail  ।…
Read More...

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ସିଂଙ୍କ ବିରୋଧରେ ଇଣ୍ଟରପୋଲ ଦ୍ୱାରା ଦିଆଯାଇଥିବା ରେଡକର୍ଣ୍ଣର ନୋଟିସ କ’ଣ ?

ଖାଲିସ୍ତାନୀ ଆତଙ୍କବାଦୀ କରଣବୀର ର ସିଂ ବିରୋଧରେ ଆନ୍ତର୍ଜାତୀୟ ପୋଲିସ ସଂଗଠନ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଛି । କରଣବୀର ସିଂ ପାକିସ୍ତାନରେ ଲୁଚି ରହିଛି ।  ସେ ଖାଲିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ବାବର ଖାଲସା ସହ ଜଡିତ। ଏହି ରେଡକର୍ଣ୍ଣର ନୋଟିସ୍ କ’ଣ ?  ଏବଂ ଏହା…
Read More...

ସାଇବର୍ ଠକଙ୍କ ନୂଆ ଚାଲ୍ । ଫିଙ୍ଗର ପ୍ରିଣ୍ଟ୍ ଚୋରାଇ ବ୍ୟାଙ୍କ ଖାତାରୁ ଲୁଟୁଛନ୍ତି ଟଙ୍କା । ଆପଣଙ୍କ ଆଧାରକାର୍ଡକୁ…

କନକ ବ୍ୟୁରୋ : ଲୋକଙ୍କୁ ଲୁଟିବା ପାଇଁ ପ୍ରତି ଥର ନୂଆ ନୂଆ ଜାଲ ବିଛାଉଛନ୍ତି ସାଇବର୍ ଠକ । କେତେବେଳେ ଲିଙ୍କ୍ ପଠାଇ ଲୁଟୁଛନ୍ତି ତ ଆଉ କେତେବେଳେ ବିଭିନ୍ନ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଲୁଟୁଛନ୍ତି । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରଶାରଣ କରାଯାଉଥିବା ବେଳେ ଲୋକେ ମଧ୍ୟ ସାଇବର୍…
Read More...

ଦୁର୍ଦ୍ଦିନରେ ଚନ୍ଦ୍ରଯାନ-୩ ଇଞ୍ଜିନିୟର୍ସ । ୨୦ ମାସ ହେଲା ଦରମା ନପାଇ ମଜୁରୀ କଟୁଛନ୍ତି ଏଚଇସି କର୍ମଚାରୀ

କନକ ବ୍ୟୁରୋ: ଜୁନ୍ ୨ରେ ଭାରତ ସୃଷ୍ଟି କଲା ଇତିହାସ । ଚନ୍ଦ୍ର ଅଭିମୁଖେ ବାହାରିଲାଚନ୍ଦ୍ରଯାନ-୩ । ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାହାବା କଲା ସାରା ବିଶ୍ୱ । ହେଲେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଇଞ୍ଜିନିୟର୍ସଙ୍କ ଦୂରାବସ୍ଥା…
Read More...

ପଢିବା , ଖେଳିବାବେଳେ ଗୋଟିଏ ଅଘଟଣ ପୁଅକୁ ଅଚଳ କରିଦେଲା, କଷ୍ଟ ଦେଖିନପାରି ମା’ ଆଖିରୁ ଝରୁଛି ଅହରହ ଲୁହ ।

କନକ ବ୍ୟୁରୋ: ମା’ ଆଖିରୁ ଝଏ ଦୁଃଖ ନା କାହାକୁ କହି ହେଉଛି, ନା ସହିହେଉଛି । ଗୋଟିଏ ବୋଲି ପୁଅ ଆଜି ଅଚଳ । ଯୋଉଠି ବସିଲେ ମା’ ଆଖିରୁ ଝରୁଛି ଲୁହ । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ଅଲଗା କଥା, କିନ୍ତୁ ଖେଳିବା, ପଢିବା ବୟସରେ ସୁସ୍ଥ ପୁଅକୁ ଅଚଳ ହୋଇଯିବାର ଦେଖି ମା’ର ଛାତି ଫାଟିଯାଉଛି । ଏ…
Read More...